Browsing Tag

maoist tape

ଆସନ୍ତାକାଲିଠାରୁ ମାଓ ସହିଦ ସପ୍ତାହ ଆରମ୍ଭ

କଣ୍ଟାବାଜି: ଆସନ୍ତାକାଲିଠୁ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ମାଓ ସପ୍ତାହ ପାଳନ କରିବାକୁ ଆହ୍ଵାନ ଦେଇଛି ମାଓ ସଂଗଠନ। ଏନେଇ ଅଡ଼ିଓ ଟେପ୍ ଜାରି ହୋଇଛି। ବଲାଙ୍ଗୀର-ବରଗଡ-ମହାସମୁନ୍ଦ ମାଓବାଦୀ ଡିଭିଜନ୍ ସଚିବ ଜାରି କରିଥିବା ଅଡିଓ ଟେପ୍ ଏବେ ସାମନାକୁ ଆସିଛି। ସରକାର…