Browsing Tag

maoist target

ଯବାନଙ୍କୁ ଟାର୍ଗେଟ୍‌ କରିବାକୁ ମାଓବାଦୀଙ୍କ ନୂଆ ରଣ କୌଶଳ, ଅସ୍ତ୍ର ଭାବେ ବ୍ୟବହାର କରିବେ ମାଇକ୍ରୋ ଆଇଇଡି

ମାଲକାନଗିରି(କେନ୍ଯୁଜ୍) : ଯବାନଙ୍କୁ ଟାର୍ଗେଟ୍‌ କରିବାକୁ ମାଓବାଦୀଙ୍କ ନୂଆ ରଣ କୌଶଳ । ଏଣିକି ନୂଆ ଅସ୍ତ୍ର ଭାବେ ବ୍ୟବହାର କରିବେ ମାଇକ୍ରୋ ଆଇଇଡି । ଏହା ଦେଖିବାକୁ ଦୀପାବଳୀ ବାଣ ପରି ଛୋଟ । ଏହି ମାଇକ୍ରୋ ଆଇଇଡିକୁ ଗଛର ପତ୍ରରେ ଲଗାଯାଇପାରିବ । ଯବାନମାନେ ଗଛ ନିକଟକୁ ଗଲେ ଅତି ସହଜରେ…