Browsing Tag

Maoist video viral

ଭାଇରାଲ ହୋଇଛି ମାଓବାଦୀ ଆକ୍ରମଣର ଏକ ଭିଡିଓ , ୨୦୧୭ ଏପ୍ରିଲ ୨୪ରେ ସୁକମା ମାଓବାଦୀ ହମଲାର ରହିଛି ଚିତ୍ର

କେନ୍ୟୁଜ୍ : ମାଓବାଦୀ ଆକ୍ରମଣର ଏକ ଭିଡିଓ ଏବେ ଭାଇରାଲ ହୋଇଛି। ୨୦୧୭ ଏପ୍ରିଲ ୨୪ରେ ସୁକମାରେ ମାଓବାଦୀ ହମଲାର ଚିତ୍ର ରହିଛି। ଏହି ଭିଡିଓକୁ ମାଓବାଦୀମାନେ ଭାଇରାଲ କରିଥିବା ଅନୁମାନ କରାଯାଉଛି। ସେ ସମୟରେ ସିଆରପିଏଫର ୭୪ ଜଣ ଯବାନଙ୍କୁ ଆକ୍ରମଣ କରିଥିଲେ ମାଓବାଦୀ। ଯେଉଁଥିରେ ୨୬ ମାଓବାଦୀ…