Browsing Tag

maoist violence in bijapur

ଛତିଶଗଡ଼ ବିଜାପୁରରେ ପୁଣି ମାଓ ହିଂସା: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୩୦ ଜବାନ୍

ମଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜବାନ ଗୁରୁତର। ଅଳ୍ପକେ ବର୍ତ୍ତିଲେ ୩୦ଜବାନ୍‌। ମଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୁଣି ମାଓ ହିଂସା। ଗଙ୍ଗଲୁରୁ ଗାଁ ନିକଟରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ DRG ଜବାନ ଅପରେସନରେ ଯିବାବେଳେ…