ପୋଲିସ ଇନଫର୍ମର ସନ୍ଦେହ, ଦୁଇ ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ
ମାଲକାନଗି: ମାତିଲେ ମାଓବାଦୀ । ଦୁଇ ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଛି । ମୃତକ ବିଜାପୁର ଜିଲ୍ଲା କାଡେର ପଂଚାୟତର ପୂବର୍ତନ ସରପଞ୍ଚ…