Browsing Tag

Maoists poster

ପୁଣି ପୋଲିସକୁ ମାଓବାଦୀଙ୍କ ଖୋଲାଖୋଲି ଚ୍ୟାଲେଞ୍ଜ: ଗତକାଲି ନୂଆପଡା ଓ ଆଜି ବାଲିଗୁଡ଼ାରେ ଲଗାଇଲେ ପୋଷ୍ଟର

ବାଲିଗୁଡ଼ା(କେନ୍ଯୁଜ୍): ପୁଣି ପୋଲିସକୁ ମାଓବାଦୀଙ୍କ ଖୋଲାଖୋଲି ଚ୍ୟାଲେଞ୍ଜ । ବାଲିଗୁଡ଼ା ବ୍ରହ୍ମପୁର - ରାୟପୁର ମୁଖ୍ୟ ରାସ୍ତାର ମଶାଣିପଦା ନିକଟରେ ମାଓ ପୋଷ୍ଟର ଲାଗିଛି । ଦୁଇଟି ଥାନା ଅଞ୍ଚଳରେ ପୋଷ୍ଟର ଓ ବ୍ୟାନର ଲଗାଇ ସ୍ଥିତି ଜାହିର କରିଛି ମାଓ ସଂଗଠନ । ସୂଚନା ମୁତାବକ KKBN ମାଓବାଦୀ…