Browsing Tag

maoists posters

ପୁଣି ରାସ୍ତାରେ ଗଛକାଟି ରାସ୍ତା ଅବରୋଧ କରିବା ସହ ମାଓ ପୋଷ୍ଟର ଲଗାଇଲେ KKBN ଡିଭିଜନ୍‌

କନ୍ଧମାଳ(କେନ୍ଯୁଜ୍): ଆଜିଠାରୁ ଆସନ୍ତା ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ବନ୍ଦ ଡାକରା ଦିଆଯାଇଛି । ପୋଲିସ୍‌ ଗୁଳିରେ ମୃତ୍ୟୁବରଣ କରିଥିବା ମାଓବାଦୀଙ୍କ ପ୍ରତିଷୋଧ ନେବା ଓ ପୋଲିସ୍‌ ଇନଫର‌ମର ମାନଙ୍କୁ ଉଚିତ୍‌ ଦଣ୍ଡ ଦେବା ପାଇଁ କେକେବିଏନ୍‌ ଡିଭିଜନ୍‌ ପକ୍ଷରୁ ଏହି ବନ୍ଦ ଡାକରା…