Browsing Tag

maoists

ନୂଆପଡ଼ା ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ଟିଫିନ ବୋମା ସହ ବହୁ ମାଓ ସାମଗ୍ରୀ ଜବତ

ନୂଆପଡ଼ା(କେନ୍ଯୁଜ୍): ନୂଆପଡ଼ା ବୋଡ଼େନ ଥାନାର ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ। ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ସିଆରପିଏଫ୍‌, ଏସଓଜି, ଡିଭିଏଫ ଯବାନଙ୍କ ମିଳିତ କମ୍ବିଂ ବେଳେ ଏହି ସମୟରେ ମାଓବାଦୀମାନେ ହଠାତ ଯବାନମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଯବାନମାନଙ୍କ ପକ୍ଷରୁ…

ପୋଲିସ ଫାଇଲରେ ଦିନେ ଥିଲେ ମୋଷ୍ଟ ୱାଣ୍ଟେଡ, ଆଜି ମାଟି ମା’ର ଛାତି ଚିରି ଫସଲ ଫଳାଉଛନ୍ତି

କାଲିମେଳା(କେନ୍ଯୁଜ୍): ଦିନେ ସେ ଥିଲେ ଆତଙ୍କ ସୃଷ୍ଟିକାରୀ।ତାଙ୍କ ନା ଶୁଣିଲେ ଲୋକେ ଭୟ କରୁଥିଲେ। ପୋଲିସ ଫାଇଲରେ ସେ ଥିଲେ ମୋଷ୍ଟ ୱାଣ୍ଟେଡ଼। ଆଉ ଏବେ ସେହି ବନ୍ଧୁକ ହାତରେ ହଳ ଲଙ୍ଗଳ । ଆତଙ୍କ ସୃଷ୍ଟିକାରୀରୁ ସେ ପାଲଟି ଯାଇଛନ୍ତି ଜଣେ ଚାଷୀ । ଆମେ କହୁଛୁ ଦିନେ ପୋଲିସ୍‌ର ମୁଣ୍ଡବିନ୍ଧା…

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା, ରେଳ ଧାରଣାକୁ ଉଡାଇଲେ ଲାଲ୍‌ବାହିନୀ

ମାଲକାନଗିରି(କେ ନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା। ଭାଁସି ଜଙ୍ଗଲରେ ରେଳ ଧାରଣାକୁ ଉଡାଇଲେ ଲାଲ୍‌ବାହିନୀ। ଲୁହା ପଥର ବୋଝେଇ ମାଲବାହୀ ଟ୍ରେନର ୩ ଇଞ୍ଜିନ ଓ ୨ଟି ୱାଗନ କ୍ଷତିଗ୍ରସ୍ତ ହୋଇଛି। ଜଙ୍ଗଲ ମଧ୍ୟରେ ମାଲବାହୀ ଚ୍ରେନ୍‌ ଆଗରେ ଲାଗିଛି…

ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ: ପୋଲିସ୍ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ରାୟଗଡ଼ା(କେନ୍ଯୁଜ୍): ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ। ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା। ରାୟଗଡ଼ା ଅମ୍ବାଦଳା ଥାନା ଟିକାରପଡ଼ାର ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଲାଲ୍‌ବାହିନୀ। ଗତକାଲି ରାତିରେ ୧୦ରୁ ଅଧିକ ମାଓବାଦୀ ଘରୁ ଡାକି ନେଇ…

ଝାଡଖଣ୍ଡ : କନ୍‌ଷ୍ଟ୍ରକ୍‌ସନ କମ୍ପାନୀର ୬ ଗାଡ଼ି ପୋଡିଦେଲେ ମାଓବାଦୀ

ରାଞ୍ଚି : ଝାଡ଼ଖଣ୍ଡର ଗରଓ୍ଵା ଜିଲ୍ଲାରେ ରବିବାର ଏକ ଘରୋଇ କନ୍‌ଷ୍ଟ୍ରକ୍‌ସନ କମ୍ପାନୀର ୬ ଟି ଗାଡିକୁ ମାଓବାଦୀମାନେ ପୋଡିଦେଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୦ ରୁ ୧୨ ଜଣ ସଶସ୍ତ୍ର ମାଓବାଦୀ ଘାଗରୀ ଗ୍ରାମରେ ଥିବା କମ୍ପାନୀର କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ ।…

କନ୍ଧମାଳ କୁମ୍ଭହାରୁ ଗାଁ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ

କନ୍ଧମାଳ: ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ। କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କୁମ୍ଭହାରୁ ଗାଁ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ - ମାଓବାଦୀ ମୁହାଁମୁହିଁ। ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଖବର ପାଇ SOG ଓ DVF ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରସେନ୍‌ କରାଯାଇଥିଲା। ପ୍ରାୟ…

ମାଲକାନଗିରି: ରାସ୍ତା କାମରେ ନିୟୋଜିତ ୬ଟି ଟ୍ରାକ୍ଟର ଓ ଗୋଟିଏ ପାଣି ଟ୍ୟାଙ୍କରକୁ ଜାଳିଦେଲେ ମାଓବାଦୀ

ମାଲକାନଗିରି: ପୁଣି ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ। ରାସ୍ତା କାମରେ ନିୟୋଜିତ ୬ଟି ଟ୍ରାକ୍ଟର ଓ ଗୋଟିଏ ପାଣି ଟ୍ୟାଙ୍କରକୁ ଜାଳିଦେଲେ ମାଓବାଦୀ। ଛତିଶଗଡ଼ ଏବଂ ମାହାରାଷ୍ଟ୍ର ସୀମାନ୍ତବର୍ତ୍ତୀ ଗଡଚରୋଲି ମେଣ୍ଡାପଲ୍ଲି ନିକଟରେ ହିଂସାକାଣ୍ଡ ଘଟିଛି। ଘଟଣାସ୍ଥଳରେ ମାଓବାଦୀମାନେ ମାଓ ପୋଷ୍ଟର ଓ…

ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ସ୍କୁଲ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଓବାଦୀଙ୍କ ବର୍ବରକାଣ୍ଡ। ୨ ସ୍କୁଲ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ । ଘଟଣା ଘଟିଛି ଛତିଶଗଡ଼ର ସୁକମା ଜିଲ୍ଲା ମିଲମପଲ୍ଲି ଜଙ୍ଗଲରେ । ପୋଲିସ ଇନଫର୍ମର ସନ୍ଦେହରେ ୨ ସ୍କୁଲ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ। ଏନେଇ ସୂଚନା ଦେଇଛନ୍ତି ସୁକମା ଏସ୍‌ପି କେ.ଏଲ୍‌ ଧ୍ରୁବ୍‌ ।

ମଧ୍ୟସ୍ଥ ଦିଅ ଯବାନଙ୍କୁ ଛାଡିବୁ: ଦଣ୍ଡକାରଣ୍ୟ ମାଓବାଦୀ ସ୍ପେଶାଲ ଜୋନ୍‌ କମିଟିର ମୁଖପାତ୍ର ବିକଳ୍ପଙ୍କ ପ୍ରେସ୍‌…

କେନ୍ଯୁଜ୍: ଛତିଶଗଡ଼ ବିଜାପୁର ନକ୍ସଲ ଏନ୍‌କାଉଣ୍ଟର ପରେ ମାଓବାଦୀଙ୍କ କବ୍‌ଜାରେ କୋବ୍ରା କମାଣ୍ଡର ରାକେଶ୍ୱର ସିଂହ ମାନହାସ । ସେ ମାଓବାଦୀଙ୍କ କବ୍‌ଜାରେ ବେଶ ସୁରକ୍ଷିତ ଅଛନ୍ତି । ତାଙ୍କୁ ଫେରାଇ ଦେବା ପାଇଁ ମାଓବାଦୀଙ୍କ ଆପତ୍ତି ନାହିଁ । ଏଥିପାଇଁ ସରକାର ଆଲୋଚନାକୁ ଆସନ୍ତୁ, ପ୍ରଥମେ…

ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ମାଲକାନଗିରି : ମାଲକାନଗିରି ପୋଲିସ ନିକଟରେ ୩ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଏସ୍‌ପି ଓ ବିଏସଏଫ DIGଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି । ଏହି ୩ ଜଣ ମାଓବାଦୀହେଲେ ମାଇନୁ, ରାମେଏବଂ ରଘୁ । ମାଇନୁ ଏବଂ ରାମେ ଛତିଶଗଡ଼…

ସାଧରଣତନ୍ତ୍ର ଦିବସରେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୪ ଜଣ ମାଓବାଦୀ

ଛତିଶଗଡ଼(କେ ନ୍ୟୁଜ): ପୋଲିସ ନିକଟରେ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ। ଛତିଶଗଡ଼ର ଦନ୍ତେୱାଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସାଧରଣତନ୍ତ୍ର ଦିବସରେ ପୋଲିସ ନିକଟରେ ଆତ୍ମସମର୍ପଣ ଏହ ଭିନ୍ନ ପରିବେଶ ସୃଷ୍ଟି କରିଥିଲା। ଏହି ସଫଳତା ନେଇ ଦନ୍ତେୱାଡା ଏସପି ଅଭିଷେକ ପଲ୍ଲବ ଖୁସି ମନାଇ…

ଛତିଶଗଡ ଦାନ୍ତେଓ୍ଵାଡାରେ ପୋଲିସ୍ ଓ ମାଓବାଦୀ ମଧ୍ୟରେ ଦୀର୍ଘ ୪ଘଣ୍ଟା ଧରି ଜାରି ରହିଛି ଗୁଳିବିନିମୟ, ୧୦ଟି ମାଓ…

ମାଲକାନଗିରି: ମାଓ ଶିବିର ଧ୍ୱସଂ । ମାଓବାଦୀଙ୍କ ବିରୋଧରେ ବଡ ଧରଣର ଅପରେସନ୍‌ । ଛତିଶଗଡ ଦାନ୍ତେଓ୍ଵାଡାରେ ମାଓବାଦୀ ପୋଲିସ ଗୁଳି ବିନିମୟ । ପୋଲିସ ଓ ମାଓବାଦୀ ମଧ୍ୟରେ ଦୀର୍ଘ ୪ ଘଣ୍ଟା ଧରି ଜାରିରହିଛି ଗୁଳିବିନିମୟ । ୪ଘଣ୍ଟାର ଅପରେସନ୍‌ ପରେ ୧୦ଟି ମାଓ କ୍ୟାମ୍ପ ଧ୍ୱଂସ । ଏକେ ୪୭ ସହ…