Browsing Tag

maoists

ଲାଲ୍‌ବାହିନୀର ଓଡ଼ିଶା ବନ୍ଦ ଡାକରା: ରାସ୍ତା ଅବରୋଧ ସହ ପୋଷ୍ଟର ଓ ବ୍ୟାନର ଲଗାଇ ଜାହିର କଲେ ନିଜର ସ୍ଥିତି

ବାଲିଗୁଡା: ଲାଲ୍‌ବାହିନୀର ଓଡ଼ିଶା ବନ୍ଦ ଡାକରା। ବନ୍ଦ ଡାକରାକୁ ସଫଳ କରିବା ପାଇଁ ରାସ୍ତା ଅବରୋଧ ସହ ପୋଷ୍ଟର ଓ ବ୍ୟାନର ଲଗାଇ ନିଜ ସ୍ଥିତି ଜାହିର କରିଛନ୍ତି ମାଓ ସଙ୍ଗଠନ। କୋଟଗଡ଼ ଥାନା ଯୋଡାବାଲି ଛକ ନିକଟରେ ଗଛ ପକାଇ ବି.ଜି.ଏନ୍‌ ଡିଭିଜନାଲ କମିଟି ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି।…

ମାଲକାନଗିରି ସୀମାନ୍ତ ବିଶାଖାପାଟଣା ଚିନ୍ତାଗାର୍ଭୁ ଗାଁରେ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା…

ମାଲକାନଗିରି: ଗାଁ ମୁଣ୍ଡରେ ନକ୍ସଲଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲା ଲାଲ୍‌ବାହିନୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ବିଶାଖାପାଟଣା ଜିଲ୍ଲା ଚିନ୍ତାଗାର୍ଭୁ ଗାଁରେ ଘଟିଛି ଏହି ବର୍ବରକାଣ୍ଡ। ମୃତକଙ୍କ ନାଁ ସତିସ ବାବୁ। ଗତକାଲି ରାତିରେ ୧୫ରୁ ୨୦ଜଣ…

କନ୍ଧମାଳ ପରେ କଳାହାଣ୍ଡି ଯାଇ ମାଓ ସ୍ଥିତିର ସମୀକ୍ଷା କଲେ ଡିଜି ଅଭୟ

କଳାହାଣ୍ଡି: କନ୍ଧମାଳ ପରେ କଳାହାଣ୍ଡି । ଡିଜି ଅଭୟ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି । ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଗୁରୁତ୍ୱ ଦେଇଛନ୍ତି । ସମୀକ୍ଷା ବୈଠକରେ ସିଆରପିଏଫ ସ୍ୱତନ୍ତ୍ର ଡିଜି ଓ କଳାହାଣ୍ଡି ଏସ୍‌ପି ସାମିଲ ହୋଇଥିଲେ ।…

ମାଲକାନଗିରି: ଜୁଙ୍ଗଟାଙ୍ଗ ଓ ଲିମଟାଙ୍ଗ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ, ଜାରି ରହିଛି କମ୍ବିଂ ଅପରସେନ୍‌

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାରେ ଗୁଳିବିନିମୟ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ଜୁଙ୍ଗଟାଙ୍ଗ ଓ ଲିମଟାଙ୍ଗ ଜଙ୍ଗଲରେ ଗୁଳିବିନିମୟ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଖବର ପାଇ ଗତକାଲି SOG ଯବାନ ପକ୍ଷରୁ ଆରମ୍ଭ…

ମାଓ ଆକ୍ରମଣ ଯୋଜନା ପଣ୍ଡ କରି ପ୍ରଶଂସା ସାଉଁଟିଛନ୍ତି ମହିଳା କମାଣ୍ଡୋ

ମାଲକାନଗିରି(କେନ୍ୟୁଜ୍‌): ମାଓ ମୁକାବିଲାରେ ମହିଳା କମାଣ୍ଡୋ ପୁରୁଷ ଯବାନଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି। ଏଭଳି କରିଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମହିଳା କମାଣ୍ଡୋ। ମହିଳାମାନେ ସେମାନଙ୍କ ଦକ୍ଷତା ଦେଖାଇ ଉଚ୍ଚ ପ୍ରଶଂସିତ ହେଉଛନ୍ତି । ଓଡ଼ିଶା-ଛତିଶଗଡ଼…

ମାଓବାଦୀ ମୁକ୍ତ ହେଲା ଓଡିଶାର ଆଉ ୫ ଜିଲ୍ଲା, ଘୋଷଣା କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ବର: ମାଓବାଦୀ ମୁକ୍ତ ହେଲା ଓଡିଶାର ଆଉ ୫ ଜିଲ୍ଲା । ସେଗୁଡିକ ହେଲେ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ । ଏହାକୁ ମିଶାଇ ରାଜ୍ୟରେ ଆଉ ୧୧ ଜିଲ୍ଲା ମାଓ ମୁକ୍ତ ବୋଲି ଘୋଷଣା କରିଛନ୍ତି ପୋଲିସ ଡିଜି ଅଭୟ । ୨୦୧୮ରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ…

ମାଓବାଦୀଙ୍କ ବଡ଼ ଧରଣର ମିଲିଟାରୀ ଟ୍ରେନିଂର ଭିଡିଓ ଭାଇରାଲ୍, ସୁକମା ଏବଂ ବିଜାପୁର ସୀମାରେ ନକ୍ସଲଙ୍କ ଏକ ବିରାଟ ମେଳି

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରୁ ସାମ୍ନାକୁ ଆସିଛି ମାଓବାଦୀଙ୍କ ନୂଆ ଭିଡିଓ । ଭିଡିଓରେ ମାଓବାଦୀ ମାନେ ଟ୍ରେନିଂ ନେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ବହୁ ଟପ୍‌ ମାଓବାଦୀ ମଧ୍ୟ ନଜରକୁ ଆସିଛନ୍ତି । ପୋଲିସ ଆକ୍ରମଣକୁ ପ୍ରତିହତ କରିବା ପାଇଁ…

ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ମାଓ ହିଂସା, ଜାଳିଦେଲେ ୬ଟି ଗାଡି

ମାଲକାନଗିରି: ପୁଣି ମାଓ ହିଂସା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଦେଖିବାକୁ ମାଓ ହିଂସା। ରାସ୍ତା କାମରେ ନିୟୋଜିତ ୬ଟି ଗାଡିକୁ ଜାଳିଦେଇଛି ଲାଲ୍‌ବାହିନୀ। କୁକାନାର ପୋଲସ ଷ୍ଟେସନ ଅଞ୍ଚଳର ଧାନିକୋରଟା ଗାଁରେ ଘଟିଛି ଏହି ଉନ୍ମତକାଣ୍ଡ। ସୂଚନା ଅନୁଯାୟୀ, ଗତକାଲି…

ମାଲକାନଗିରି ସୀମାନ୍ତ ଛତିଶଗଡ ରାଜନନ୍ଦଗାଓଁରେ ପୋଲିସ-ନକ୍ସଲ୍ ଗୁଳିବିନିମୟ, ୪ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ରାଜନନ୍ଦଗାଓଁରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଏଥିରେ ଜଣେ ସବଇନସ୍ପେକ୍ଟର ସହିଦ ହୋଇଛନ୍ତି । ପୋଲିସର ପାଲଟା ଜବାବରେ ୪ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ସହିଦ ଯବାନ ହେଲେ ସବଇନସ୍ପେକ୍ଟର ଶ୍ୟାମ କିଶୋର ଶର୍ମା । କିଛି ଯବାନ ନିଖୋଜ ଥିବା…

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ରାସ୍ତା କାମରେ ନିୟୋଜିତ ଗୋଟିଏ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଲକଡାଉନ ଯୋଗୁଁ ରାସ୍ତା କାମ ବନ୍ଦ ଥିଲା । ସାମାନ୍ୟ କୋହଳ ପରେ ଠିକାଦାର କାମ ଆରମ୍ଭ କରିଥିଲେ । କିରଣ୍ଡୁଲ ନିକଟରେ କାର୍ଯ୍ୟରେ ନିୟୋଜିତ ଗୋଟିଏ JCB ଓ ୨ଟି ହାଇଓ୍ଵା ଗାଡିକୁ…

ମାଲକାନଗିରି: ମାଓବାଦୀ ଭୟରେ ଗାଁ ଛାଡିଲେ ଗୋଟିଏ ପରିବାରର ୧୩ ଜଣ, ଏସ୍‌ପିଙ୍କୁ ଭେଟି ଦେଲେ ଏତଲା

ମାଲକାନଗିରି(କେନ୍ୟୁଜ୍): ମାଓବାଦୀ ଭୟରେ ଗାଁ ଛାଡିଲେ ଗୋଟିଏ ପରିବାରର ୧୩ଜଣ । ମାଲକାନଗିରି ଜିଲ୍ଲା ଡାବୁଗୁଡ଼ା ଗାଁର ଏହି ପରିବାର ଲୋକେ ମୁଦୁଲିପଡ଼ା ଥାନାରେ ଏତଲା ଦେବା ସହ ଏସ୍‌ପିଙ୍କୁ ଭେଟିଛନ୍ତି । ଅଗଷ୍ଟ ୨୮ରେ ମାଲକାନଗିରି ଜିଲ୍ଲା ଡାବୁଗୁଡ଼ା ଗାଁରେ ଏନ୍‌କାଉଣ୍ଟରରେ, ଟପ୍‌ ମାଓ…