ମାରିୟୁପୁଲ, ଆଜୋଭଷ୍ଟଲକୁ ସମ୍ପୂର୍ଣ୍ଣ ଦଖଲ କଲା ରୁଷ, ଡୋନବାସ ଅଞ୍ଚଳରେ ଜାରି ରହିଛି ଭୀଷଣ ଯୁଦ୍ଧ
ନୂଆଦିଲ୍ଲୀ : ମାରିୟୁପୁଲକୁ ସମ୍ପୂର୍ଣ୍ଣ କବ୍ଜା କଲା ରୁଷ । ମାରିୟୁପୁଲ, ଆଜୋଭଷ୍ଟଲକୁ ସମ୍ପୂର୍ଣ୍ଣ ଦଖଲ କଲା ରୁଷ । ଆଜୋଭଷ୍ଟଲ ଷ୍ଟିଲ ପ୍ଲାଣ୍ଟରୁ ଶେଷ ୟୁକ୍ରେନ ସୈନ୍ୟ ଅସ୍ତ୍ରତ୍ୟାଗ କଲେ । ୨ ହଜାର ୪୦୦ ୟୁକ୍ରେନ ସୈନ୍ୟ ଆଜୋଭଷ୍ଟଲରେ ସରେଣ୍ଡର କଲେ । ସମସ୍ତ ୟୁକ୍ରେନ ଯୋଦ୍ଧାଙ୍କୁ ରୁଷ…