ଆସନ୍ତାକାଲିଠୁ ରାଜ୍ୟରେ ଲକ୍ଡାଉନ୍, ଏହା ପୂର୍ବରୁ କଟକଣାକୁ ଫୁ କରି ବଜାରରେ କିଣାକିଣି କରୁଛନ୍ତି ହଜାର ହଜାର ଲୋକ
ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଲାଗିବ ଲକ୍ଡାଉନ। କରୋନା ଚେନ୍ ଭାଙ୍ଗିବାକୁ ୧୪ ଦିନିଆ ତାଲା ବନ୍ଦ। ଏହା ପୂର୍ବରୁ କିନ୍ତୁ ବଜାରରେ ପ୍ରବଳ ଭିଡ଼। କୋଭିଡ୍ କଟକଣାକୁ ଫୁ କରି ବଜାରରେ କିଣାକିଣି କରୁଛନ୍ତି ହଜାର ହଜାର ଲୋକ। ଗ୍ରୋସରୀ ଦୋକାନ ସହ ପରିବା କିଣିବା ପାଇଁ ଗୋଟିଏ ଜାଗାରେ…