Browsing Tag

market complex

ପକ୍କା ଦୋକାନ ଗୃହ ନିର୍ମାଣ ନେଇ ଶିଳାନ୍ୟାସ ହୋଇଛି,ବର୍ଷେ ପରେ ବି ଆରମ୍ଭ ହୋଇନାହିଁ ନିର୍ମାଣ କାର୍ଯ୍ୟ

ଭଦ୍ରକ : ଉଠା ଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ଯୋଜନା ହେଲା। ପକ୍କା ଦୋକାନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କରାଗଲା। କିନ୍ତୁ ଶିଳାନ୍ୟାସର ବର୍ଷେ ପରେ ବି ଦୋକାନ ଗୃହ ନିର୍ମାଣ ହେବା ତ ଦୂରର କଥା, ଖଣ୍ଡେ ଇଟା ବି ଯୋଡ଼ା ହୋଇପାରିନଥିବା ଅଭିଯୋଗ ହୋଇଛି। ଫଳରେ ଭଦ୍ରକ ଚାନ୍ଦବାଲି ବ୍ଲକ…