ଖୋଜୁଛନ୍ତି ଝିଅ ପାଇଁ ଯୋଗ୍ୟ ଜୀବନସାଥୀ? ବେଷ୍ଟ୍ ହଜବ୍ୟାଣ୍ଡ ପ୍ରମାଣିତ ହୋଇ ଥାଆନ୍ତି ଏହି ୪ ରାଶିର ଲୋକେ; ସ୍ତ୍ରୀ…
ଯେପରି ସବୁ ପୁଅ ଜଣେ ଭଲ ଜୀବନସଙ୍ଗିନୀ ଖୋଜି ଥାଆନ୍ତି, ଠିକ୍ ସେହିପରି ଝିଅମାନେ ମଧ୍ୟ ନିଜ ପାଇଁ ଜଣେ ଭଲ ଜୀବନସାଥୀଟିଏ ଖୋଜି ଥାଆନ୍ତି। ଭଲ ଜୀବନସାଥୀ ପାଇବା ପାଇଁ ଅନେକ ଝିଅ ଷୋହଳ ସୋମବାର ବ୍ରତ ମଧ୍ୟ ରଖି ଥାଆନ୍ତି। ଅବିବାହିତା ଥିବା ବେଳେ ବେଶ୍ ନିଷ୍ଠାର ସହିତ ଏହି ବ୍ରତ ପାଳନ କରି…