ସାନକୁ ଦେଖାଇ ବଡ଼ ଭାଇ ସହ କଲେ ବାହାଘର, ତା’ପରେ ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଚାପ ପକାଉଥିଲେ ଶାଶୁ
ପ୍ରଥମେ ସାନ ପୁଅକୁ ଦେଖାଇ ବଡ଼ ପୁଅ ସହ ବିବାହ କରାଇଲେ ଓ ତା’ପରେ ଅନ୍ୟ ୩ ପୁଅ ସହ ସମ୍ପର୍କ ରଖିବାକୁ ବାଧ୍ୟ କଲେ। ଏଭଳି ଏକ ସାଂଘାତିକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦରେ। ପୀଡ଼ିତା ଅଭିଯୋଗ କରିବା ପରେ ସବୁ ସତ ସାମ୍ନାକୁ ଆସିଛି। ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ କରାଯିବା ପରେ…