Browsing Tag

marriage

ନିଆରା ଏକ ବିବାହ : ଆଜିର ସମୟରେ ଏମିତି କରିବା ପାଇଁ ଧନ ନୁହେଁ ଆବଶ୍ୟକ ମନ, ବିଶ୍ବାସ ହେଉନି ? ଦେଖନ୍ତୁ ଫଟୋ

ନିଆରା ଏକ ବିବାହର ମୁକସାକ୍ଷୀ ପାଲଟିଲା ବୁନ୍ଦେଲଖଣ୍ଡ । ବରଯାତ୍ରୀ ଏମିତି ଯେ ନଜର ହଟାଇପାରିଲେନି ଦେଖିବା ଲୋକ । ଏମିତି ହେଲା ସ୍ବାଗତ ଯେ ପ୍ରଶଂସା କରି କରି ମଧ୍ୟ ଥକିଲେ ନାହିଁ ଲୋକ । ଏହି ବିବାହ କୌଣସି ରାଜାରାଜୁଡା କିମ୍ବା କୋଟିପତିଙ୍କର ନଥିଲା । ବରଂ ଥିଲା ଦୁଇ ହୃଦୟବାନ୍ ପରିବାରର…

ସହିଦଙ୍କ ଭଉଣୀକୁ ଭାଇର ଅଭାବ କରାଇଦେଲେନି ଅନ୍ୟ ଯବାନ ମାନେ, ଚଟାଣରେ ପାଦ ଦେବା ପୂର୍ବରୁ ରଖିଲେ ନିଜ ହାତ

ବିହାର : ଭାଇ ଭଉଣୀର ସମ୍ପର୍କ ଏକ ଏମିତି ସମ୍ପର୍କ ଯାହା ସବୁଠାରୁ ଉର୍ଦ୍ଧରେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭାଇର ଶୁଭ ମନାସୀ ଭଉଣୀଟିଏ ଅନେକ ଓଷା ଉପବାସ କରିଥାଏ। ଭାଇ ହାତରେ ରାଖିବାନ୍ଧିବା ପାଇଁ ମଧ୍ୟ ଭଉଣୀଟିଏ ଉତ୍ସାହର ସହ ଅପେକ୍ଷା କରି ରହିଥାଏ । ସେଥିପାଇଁ ତ ଝିଅଟିଏ ଶାଶୁଘର…

ଲିଙ୍ଗଗତ ଅସମାନତା ପାଇଁ ପୁରୁଷ ପିନ୍ଧିଲେ ମିନିସ୍କଟ୍‌, ସୋସିଆଲ ମିଡିଆରେ ଦେଲେ ଏମିତି ବର୍ତ୍ତା

୨୪ ମେରେ ତାଇବାନ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ଏକ ବିରଳ ସୋ। ଯାହାର ନାମ ‘ବେଟିଙ୍ଗ ସୋ’ ରଖାଯାଇଛି । ଏହି ସୋରେ ହଜାର ହଜାର ପୁରୁଷ ମିନିସ୍କଟ ପିନ୍ଧି ସମଲିଙ୍ଗି ବିବାହ ସପକ୍ଷରେ ଏବଂ ଲିଙ୍ଗଗତ ଅସମାନତା ବିରୋଧରେ ଦାବି କରିବେ । ଏନେଇ ଏହି ସପ୍ତାହରେ ସମସ୍ତ ପୁରୁଷ ମିନିସ୍କଟ…

ସେହେରା ଥିଲା, ସେରୱାନୀ ଥିଲା, ବରଯାତ୍ରୀ ଥିଲା, ବର ଥିଲା ହେଲେ ନଥିଲା କନିଆ . . . ଏମିତି ଏକ ବିବାହର କାହାଣୀ ଯାହା…

ଠିକ୍ ଅନ୍ୟ ବିବାହ ପରି ଥିଲା ଏହି ବିବାହ । ମୁଣ୍ଡରେ ଗୋଲାପୀ ରଙ୍ଗର ସେହେରା ଆଉ ଶରୀରରେ ଥିଲା ସୁନେଲୀ ରଙ୍ଗର ସେରୱାନୀ । ଘୋଡାରେ ବସିଥିଲା ବର । ବନ୍ଧୁ ପରିଜନ ବର ସହ କରୁଥିଲେ ଡ୍ୟାନ୍ସ । ପରମ୍ପରା ଅନୁଯାୟୀ ବିବାହର ଗୋଟିଏ ଦିନ ପୂର୍ବରୁ ସଙ୍ଗୀତ ସମାରୋହ ମଧ୍ୟ ହୋଇଥିଲା । ଏହି ବିବାହରେ…

ବିବାହ ବେଦୀରେ PUBG ଖେଳୁଥିଲା ବର, ପାଖରେ ବସି ଦେଖୁଥିଲେ କନିଆଁ: ଭିଡିଓ ଭାଇରାଲ

ଦେଶରେ PUBG ଖେଳିବା ନେଇ ଲୋକଙ୍କ ମଧ୍ୟ ଖୁବ ଆଗ୍ରହ ଦେଖିବାକୁ ମିଳୁଛି। ବିଭିନ୍ନ ରାଜ୍ୟରେ ଏହାକୁ ବ୍ୟାନ କରାଯିବା ପରେ ମଧ୍ୟ ଲୋକଙ୍କ ମଧ୍ୟରେ ଏନେଇ କୌଣସି ସଚେତନତା ବଢ଼ିଥିବାର ଦେଖାଯାଉନାହିଁ। ଏହାର ଏକ ପ୍ରତ୍ୟକ୍ଷ ଉଦାହରଣ ଦେଖିବାକୁ ମିଳିଛି ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା…

ଟିକ୍‌ଟକ୍‌ରୁ ପ୍ରେମ ବିବାହ, ୪୮ ଘଣ୍ଟା ପରେ ବିଚ୍ଛେଦ, ହେଲା କଣ ? ଆପଣ ବି ଜାଣିଲେ ଚକିତ ହେବେ

ଅନେକ ସମୟରେ ଦେଖାଯାଇଛି ସୋସିଆଲ ମିଡିଆ ଜରିଆରେ ଯୁବକ ଯୁବତୀ ପ୍ରେମ କରି ବିବାହ କରୁଥିବାର କିନ୍ତୁ ଗୁଜରାଟରେ ଏମିତି ଏକ ପ୍ରେମ ବିବାହ ଓ ବିଚ୍ଛେଦ ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗୁଜରାଟର ଅହମ୍ମଦାବାଦରେ ରହୁଥିବା ୨୧ ବର୍ଷୀୟ ରାଜା ନାମକ ଜଣେ ଯୁବକ…

ସୁଟିଂ ସେଟରେ ନିର୍ଦ୍ଦେଶକଙ୍କୁ ମନ ଦେଇଥିଲେ ଏହି ୮ ଅଭିନେତ୍ରୀ, ପରେ କରିଥିଲେ ବିବାହ

ସାଧାରଣତଃ ଫିଲ୍ମରେ ଆପଣମାନେ ଦେଖିଥିବେ ହିରୋ, ହିରୋଇନ ପରସ୍ପରକୁ ନେଇ ବିବାହ କରିଥାନ୍ତି। କିନ୍ତୁ ବାସ୍ତବ ଜୀବନରେ ହିରୋଇନ ମାନେ, ହିରୋଙ୍କୁ ଛାଡ଼ି ନିର୍ଦ୍ଦେଶକଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ହିରୋଇନଙ୍କ ବିଷୟରେ କହିବାକୁ ଯାଉଛୁ…

ଏଠାରେ ପୁରୁଷ ବିବାହ କରନ୍ତି ଦୁଇଟି ମହିଳା, ନଚେତ ଯିବାକୁ ପଡିଥାଏ ଜେଲ୍

ଦୁନିଆରେ ବିଭିନ୍ନ ପ୍ରକାରର ରୀତିନିତି ରହିଛି। ଏନେଇ ଭିନ୍ନ ଭିନ୍ନ ସ୍ଥାନରେ ଦେଖିବାକୁ ମିଳେ ଅଦ୍ଭୁତ ପ୍ରକାରର ପରମ୍ପରା। ସାଧାରଣତଃ ସମାଜରେ ଜଣେ ବ୍ୟକ୍ତି ଏକମାତ୍ର ମହିଳାଙ୍କୁ ବିବାହ କରିବାର ନିୟମ ରହିଛି। କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ରହିଛି ଯେଉଁଥିରେ ପୁରୁଷଙ୍କୁ ଦୁଇଟି ବିବାହ…

ପ୍ରେମ ପାଇଁ ସାତଦରିଆ ପାର କଲେ ପ୍ରେମିକା, ଭାରତୀୟ କୃଷକଙ୍କୁ ବିବାହ କଲେ ଆମେରିକୀୟ ମହିଳା

ମଧ୍ୟପ୍ରଦେଶ: ବର୍ତ୍ତମାନ ଯୁଗରେ କେଉଁଠି କାମନାବାସନା ପାଇଁ ବୟେଫ୍ରେଣ୍ଡ ଗାର୍ଲଫ୍ରେଣ୍ଡକୁ ଧୋକ ଦେଉଛି ତ ଆଉ କୋଉଠି ଉଭୟଙ୍କ ଅନ୍ତରଙ୍ଗ ଅଶ୍ଲିଳ ଫଟୋକୁ ଭାଇରାଲ କରିଦେଉଛି । ହେଲେ ଏମିତି ଘଟିଛି ଯାହା ସମସ୍ତଙ୍କୁ କରିଛି ଅନୁପ୍ରାଣିତ। ଯେଉଁଠି ନିଜ ପ୍ରେମିକର ହାତଧରିବା ପାଇଁ ପ୍ରେମିକା…

୧୦୦ଟଙ୍କିଆ ୧୦ଟି ନୋଟ ୩ ଥରରେ ଗଣିପାରିଲା ନାହିଁ ବର, ବେଦୀ ଛାଡି ଚାଲିଗଲେ କନ୍ୟା

ବିହାର : ମଧୁବନୀ ଜିଲ୍ଲାର ପଣ୍ଡୋଲ ଗ୍ରାମରେ ଜଣେ ମଙ୍ଗୁଳା କନ୍ୟା ବର ଅଶିକ୍ଷିତ ହୋଇଥିବାରୁ ବିବାହ କରିବାରୁ ମନା କରିଦେଇଛନ୍ତି। ମହିଳା ଜଣଙ୍କ ଏହି ନିଷ୍ପତି ବରମାଳା ପିନ୍ଧାଇବା ପରେ ନେଇଥିଲେ। ସବୁଠାରୁ ଖୁସି କଥା ହେଉଛି, ମହିଳାଙ୍କ ଏହି ନିଷ୍ପତିରେ ତାଙ୍କ ଗ୍ରାମବାସୀ ପୂର୍ଣ୍ଣ ସମର୍ଥନ…

ନା ଜାତି, ନା ଧର୍ମ, ନା ଅଗ୍ନି ନା କନ୍ୟାଦାନ . . ସମ୍ବିଧାନକୁ ସାକ୍ଷୀ ରଖି ହେଲା ଏହି ନିଆରା ବିବାହ

ଭାରତରେ ବିବାହର ଅର୍ଥ ହେଉଛି ଦୁଇ ପରିବାରର ମିଳନ ପ୍ରଥମେ, ଦୁଇ ମଣିଷଙ୍କ ଜନ୍ମ ପରେ । ସହଜ ଶବ୍ଦରେ କହିବାକୁ ଗଲେ ଜାତି, ଧର୍ମ, ଗୋତ୍ର ଏବଂ ଆର୍ଥିକ ସ୍ଥିତି ପ୍ରଥମେ ଆସିଥାଏ । ଆଉ ପରେ ଆସିଥାଏ ପ୍ରେମ । ତେବେ ସମୟ ସାଥେ ଏହି ବିଚାର ମଧ୍ୟ ବଦଳିବାକୁ ଲାଗିଲାଣି । ଆଉ ଏହି…

ବର ସାଜିବାକୁ ଯାଉଛନ୍ତି ଅଭିନେତା ଅଭିଶେକ, ଜାଣନ୍ତୁ କେବେ କରୁଛନ୍ତି ବିବାହ

ଭୁବନେଶ୍ବର : ଓଲିଉଡ଼ର ଜଣେ ଜଣାଶୁଣା ଅଭିନେତା ଅଭିଶେକ ରଥ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅଭିଶେଷଙ୍କ ଏହା ପ୍ରେମ ବିବାହ ହୋଇଥିବା ବେଳେ ଏହା ଭୁବନେଶ୍ବରରେ ହେବାକୁ ଯାଉଥିବା ଜଣାପଡ଼ିଛି। ଅଭିନେତାଙ୍କ ବିବାହ ଫେବ୍ରୁଆରୀ ୫ରେ ହେବାକୁଥିବା ବେଳେ ରିସେପ୍ସନ ହେବ ୭ ତାରଖରେ।…