Browsing Tag

married woman

ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ୱର (କେନ୍ୟୁଜ): ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ଏୟାର ଫିଲ୍ଡ ଥାନା ପୁନାମା ଗେଟ୍ ନିକଟରେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଲେ ୩୦ବର୍ଷର ପ୍ରିୟଙ୍କା ମିଶ୍ର। ଦୁଇ ବର୍ଷ ତଳେ ସେ ସୂରଜ ଦାସଙ୍କୁ ବିବାହ କରିଥିଲେ। ହତ୍ୟା ଅଭିଯୋଗ ଆଣିଲେ…

ସ୍ୱାମୀ ନା ପିଶାଚ ! ନବବିବାହିତା ସ୍ତ୍ରୀକୁ ବିଚ୍‌ ରାସ୍ତାରେ କଲା ହତ୍ୟା

ବରଗଡ଼ (କେନ୍ୟୁଜ): ବିଚ୍‌ ରାସ୍ତାରେ ନବବିବାହିତା ସ୍ତ୍ରୀକୁ ହତ୍ୟା । ଗୋଡାଇ ଗୋଡାଇ ମାରିଲା ସଇତାନ ସ୍ୱାମୀ । ବରଗଡ଼ ଜିଲ୍ଲା ଭେଡେନ୍‌ ଅଞ୍ଚଳରୁ ଏହି ଘଟଣା ସାମନାକୁ ଆସିଛି । ମୃତକ ହେଲେ ଲୁପୁରସିଙ୍ଗା ଗାଁର ନୁରାବତୀ ପେରା । ଭେଡେନ ବ୍ଲକ୍‌ ଲୁପୁରସିଙ୍ଗା ଛକରେ ଏହି ବୀଭତ୍ସ ହତ୍ୟାକାଣ୍ଡ…

ପ୍ରଥମେ ବିବାହିତା ମହିଳାଙ୍କ ସହ ଶାରୀରିକ ସମ୍ପର୍କ, ପରେ ସନ୍ଦେହ କରି ଜିଅନ୍ତା ଜାଳିଦେଲା ବଏଫ୍ରେଣ୍ଡ

କାମାକ୍ଷାନଗର (କେନ୍ୟୁଜ): ପ୍ରଥମେ ବିବାହିତ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ଏବଂ ପରେ ମହିଳାଙ୍କ ଚରିତ୍ର ଉପରେ ସନ୍ଦେହକୁ ନେଇ ତାଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି ଜଣେ ବଏଫ୍ରେଣ୍ଡ । ଏ ଭଳି ଘୃଣ୍ୟ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା…

ଲୁଚାଛପାରେ ଚାଲିଥିଲା ଅବୈଧ ସମ୍ପର୍କ, ମତାନ୍ତର ହେବାରୁ ବିବାହିତା ମହିଳାଙ୍କୁ ରଡ୍‌ରେ ପିଟି ହତ୍ୟା କଲା ନାବାଳକ;…

ରାଜଧାନୀ ଦିଲ୍ଲୀର ଡାବଡି ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୧୭ ବର୍ଷୀୟ ଜଣେ ନାବାଳକ ନିଜର ସବୁ ସୀମା ପାର୍‌ କରି ଦେଇଛନ୍ତି। ଖବର ମୁତାବକ, ନାବାଳକ ଜଣକ ଜଣେ ମହିଳାଙ୍କୁ ହତ୍ୟା କରି ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ନିଅାଁରେ ଜାଳି ଦେଇଛନ୍ତି, ଯେପରି ପୋଲିସ କୌଣସି ବି…

ଭଣଜା ଉପରେ ଫିଦା ହୋଇଯାଇଥିଲେ ମାଇଁ, ସୁଯୋଗ ପାଇ ହୋଇଗଲେ ଫେରାର

କଥାରେ ଅଛି ପ୍ରେମ ଅନ୍ଧ। କାରଣ ପ୍ରେମରେ ପଡ଼ିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବିହାରର ଜାମୁଇରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବିବାହିତା ମହିଳା ନିଜ ଭଣଜାଙ୍କୁ ପ୍ରେମ କରି ତାଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ଏହି ବିବାହର…

ଆପଣ ଯଦି ବିବାହିତା, ତା’ହେଲେ ଏହି ୫ଟି ଜିନିଷକୁ ଭୁଲରେ ବି କେବେ ଅନ୍ୟ ମହିଳାଙ୍କ ସହ କରନ୍ତୁନି ସେୟାର

ବିବାହ ପରେ ମହିଳାଙ୍କର ଅନେକ ସମ୍ପର୍କ ସୃଷ୍ଟି ହୋଇଥାଏ। ଘରେ ନଣନ୍ଦ, ଭାଉଜ, ଶାଶୁ ଏମିତି କେତେ ମହିଳା ଥାଆନ୍ତି, ଯାହାଙ୍କ ସହିତ ନୂଆ ବୋହୂ ତାଙ୍କର ସବୁ ଜିନିଷ ସେୟାର କରିଥାଏ। କିନ୍ତୁ କିଛି ଜିନିଷ ଏମିତି ବି ଅଛି, ଯାହାକୁ କୌଣସି ବି ନବବିବାହିତା ନାରୀ ଅନ୍ୟ ବିବାହିତା ମହିଳାଙ୍କ ସହିତ…

ପରସ୍ପର ସହ ଜଡିତ ପତି ପତ୍ନୀଙ୍କ ଭାଗ୍ୟ, ଯଦି ଏସବୁ କାମ କରୁଛନ୍ତି ଆପଣଙ୍କ ସ୍ତ୍ରୀ ତେବେ ତୁରନ୍ତ ଅଟକାନ୍ତୁ

ବର୍ତ୍ତମାନ ସମୟରେ ଯଦିଓ ପୁରୁଷମାନେ ଘରର କାମରେ ସାହାଯ୍ୟ କରୁଛନ୍ତି କିନ୍ତୁ ମହିଳା ହିଁ ହେଉଛନ୍ତି ଘରର ଲକ୍ଷ୍ମୀ । ନିଜର କର୍ମରେ ସେମାନେ ହିଁ ଘରକୁ ସ୍ବର୍ଗ ବନାଇପାରନ୍ତି ଆଉ ସେମାନଙ୍କ ଭୁଲ୍ ଘରେ ସମସ୍ୟା ଛିଡା କରିଦେଇଥାଏ । ଏହି କାରଣରୁ ଘରର ଆର୍ଥିକ ସ୍ଥିତି ମଧ୍ୟ ଗଡ ବଡ଼ ହୋଇଥାଏ ।…