Browsing Tag

MARS

ଯଦି ମଙ୍ଗଳ ଗ୍ରହରେ ଶିଶୁ ଜନ୍ମ ହୁଏ …..ତାହେଲେ ସେ କେମିତି ଦେଖାଯିବ ?

ବୈଜ୍ଞ।ନିକ ମାନେ ମଙ୍ଗଳ ଗ୍ରହରେ ଜୀବସତ୍ତା ଖୋଜିବା ଟେଷ୍ଟା କରୁଛନ୍ତି । ଏମିତି ସମ୍ଭବ ହୋଇପାରେ କି ଆଗାମୀ ସମୟରେ ମଙ୍ଗଳ ଗ୍ରହରେ ଜନ୍ମ ନେବା ଛୁଆ କୈଣସି କାରଣରୁ ମଣିଷ ଛାରୁ ଭିନ୍ନ ହୋଇପାରେ କି? ଯଦି ଆମେ ବୈଜ୍ଞାନିକ କାରଣକୁ ଦେଖିବା ତାହେଲେ ବିଜ୍ଞାନ ଯୁଗରେ ସବୁକିଛି ସମ୍ଭବ ହୋଇଥାଏ ।…

ମଙ୍ଗଳ ଗ୍ରହ ସହ ଜଡ଼ିତ କିଛି ରୋଚକ ତଥ୍ୟ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନାସା ଏବଂ ଅନ୍ୟାନ୍ୟ ସ୍ପେସ ଏଜେନ୍ସି ମଙ୍ଗଳ ଗ୍ରହରେ ଜୀବନ ଖୋଜିବାରେ ବ୍ୟସ୍ତ ଅଛନ୍ତି । ବାସ୍ତବରେ, ବିଶ୍ୱାସ କରାଯାଏ ଯେ ଏକ ସମୟରେ ପୃଥିବୀ ପରି ମଙ୍ଗଳ ଗ୍ରହରେ ମଧ୍ୟ ଜୀବନ ଥାଇପାରେ । ଏହି ଗ୍ରହକୁ ପ୍ରାୟତଃ ପୃଥିବୀ ସହିତ ତୁଳନା କରାଯାଇଥାଏ, କିନ୍ତୁ ପ୍ରକୃତରେ ଲାଲ୍ ଗ୍ରହରେ ଜୀବନ ଅଛି…

ମଙ୍ଗଳ ଗ୍ରହର ପାଗ କେମିତି ଥାଏ ? ଜାଣନ୍ତୁ ରୋଚକ ତଥ୍ୟ

ମଙ୍ଗଳ ଗ୍ରହ, ଯାହା ଲାଲ୍ ଗ୍ରହ ନାମରେ ମଧ୍ୟ ବେଶ ଜଣାଶୁଣା । ବୈଜ୍ଞାନିକମାନଙ୍କ ପାଇଁ ଏହି ଗ୍ରହ ସର୍ବଦା ରହସ୍ୟ ଘେରରେ ରହିଆସିଛି । ଏଭଳି ପରିସ୍ଥିତିରେ ଏହି ଗ୍ରହର ପାଗ କିପରି ଥାଏ ତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠେ । ତେବେ ଆସନ୍ତୁ ଏହି ଗ୍ରହର ପାଗ ବିଷୟରେ ଜାଣିବା । ପୃଥିବୀର…

ମଙ୍ଗଳ ଗ୍ରହକୁ ଯିବେ ମଣିଷ, ଜୀବସତ୍ତାର ଅନୁଧ୍ୟାନ ପାଇଁ ନାସାର ମିଶନ

ମଙ୍ଗଳ ଗ୍ରହକୁ ଯିବେ ମଣିଷ ।  ମଙ୍ଗଳ ଗ୍ରହରେ ଜୀବ ସତ୍ତାର ଅନୁଧ୍ୟାନ ପାଇଁ ନାସାର ଯୋଜନା ।  ୨୦୩୫ ମସିହା ବେଳକୁ ମଙ୍ଗଳ ଗ୍ରହକୁ ମାନବ ପ୍ରେରଣ କରିବାକୁ ଯୋଜନା ରଖିଛି ନାସା।  ଚନ୍ଦ୍ର ପୃଷ୍ଠକୁ ମାନବ ପ୍ରେରଣ ପାଇଁ ଆରମ୍ଭ ହୋଇଥିବା ଆର୍ଟେମିସ ପ୍ରୋଗ୍ରାମ ଅନ୍ତର୍ଗତ ମଙ୍ଗଳ ଗ୍ରହକୁ ମାନବ…

ମଙ୍ଗଳ ଗ୍ରହରେ ପାଦ ଥାପି ଇତିହାସ ରଚିବେ ଏଲିସା, ଏବେ ଠାରୁ ହେଲେଣି ପ୍ରସ୍ତୁତ

ମଙ୍ଗଳ ଗ୍ରହରେ ପାଦ ଥାପି ଇତିହାସ ରଚିବା ପାଇଁ ଜଣେ ଯୁବତୀ ସ୍ୱପ୍ନ ଦେଖୁଛନ୍ତି । ପିଲାଦିନରୁ ଏଲିସା କାରସନ ଏଭଳି ଏକ ବଡ଼ ସ୍ୱପ୍ନ ଦେଖୁଛନ୍ତି । ସେ ଜାଣିଛନ୍ତି ଥରେ ମାର୍ସ ମିସନରେ ଯିବା ପରେ ସେ କେବେ ଆଉ ଫୃଥିବୀକୁ ଫେରିବେ ନାହିଁ । କିନ୍ତୁ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ସେ ଏମିତି…

ସୂର୍ଯ୍ୟଙ୍କ ଗରମ ପବନରେ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ପରିବର୍ତ୍ତନ, ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ

ଆମ ସୌର ମଣ୍ଡଳରେ ପ୍ରତ୍ୟେକ ମୁହୂର୍ତ୍ତରେ କିଛି ନା କିଛି ପରିବର୍ତ୍ତନ ହୋଇଥାଏ । ତେବେ ଏଠାରେ ଉପସ୍ଥିତ ଥିବା ୮ଟି ଗ୍ରହରେ ଭିନ୍ନ ଭିନ୍ନ ଘଟଣା ଘଟୁଥାଏ । ସେହିପରି ଭାବେ ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହରେ ଲୋକମାନେ ବସବାସ କରୁନାହାନ୍ତି । ସେଥିପାଇଁ ଏହି ଗ୍ରହରେ କିଛି ବି ଘଟଣା…

ମଙ୍ଗଳ ଗ୍ରହରେ ସମୁଦ୍ର ଥିବାର ମିଳିଲା ପ୍ରମାଣ! ବୈଜ୍ଞାନିକମାନେ ବି ହେଲେ ଆଶ୍ଚର୍ଯ୍ୟ

ମଙ୍ଗଳ ଗ୍ରହ ରହସ୍ୟରେ ପରିପୂର୍ଣ । ଅନେକ ଥର ଏହି ଗ୍ରହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ଯାହା ସମସ୍ତଙ୍କୁ ଚକିତ କରିଦିଏ । ଏହିପରି ଏକ ଫଟୋ ବର୍ତ୍ତମାନ ଟ୍ୱିଟରରେ ଭାଇରାଲ ହେଉଛି । ଯେଉଁଥିରେ ଲାଲ ଗ୍ରହରେ ଏକ ବିଶାଳକାୟ ଗର୍ତ୍ତ ନଜର ଆସିଛି । ଆପଣମାନେ ଜାଣିଲେ…

ଆଜି ଆକାଶରେ ଦିଶିବ ବିରଳ ଦୃଶ୍ୟ, ଗୋଟିଏ ଧାଡ଼ିରେ ଦୃଶ୍ୟମାନ ହେବେ ପାଞ୍ଚଟି ଗ୍ରହ

କେନ୍ୟୁଜ୍‌(ବ୍ୟୁରୋ): ଆଜି ଆକାଶରେ ଦିଶିବ ବିରଳ ଦୃଶ୍ୟ । ଗୋଟିଏ ଧାଡ଼ିରେ ଦୃଶ୍ୟମାନ ହେବେ ପାଞ୍ଚ ପାଞ୍ଚଟି ଗ୍ରହ । ବୃହସ୍ପତି, ବୁଧ, ଶୁକ୍ର, ୟୁରାନସ ଓ ମଙ୍ଗଳ ଗ୍ରହକୁ ଗୋଟିଏ ଧାଡ଼ିରେ ଦେଖିବାକୁ ମିଳିବ । ଚନ୍ଦ୍ରସହ ଏହିସବୁ ଗ୍ରହ ଧାଡ଼ିରେ ରହିବେ । ଏହା ଖୁବ ବିରଳ ଭାବେ ଘଟିଥାଏ ।…

ମଙ୍ଗଳରେ ମିଳିଲା ତରଳ ପଦାର୍ଥର ପ୍ରମାଣ, ଦୀର୍ଘ ଦିନ ଧରି ବୈଜ୍ଞାନିକ ଥିଲେ ସନ୍ଧାନରେ

ଦୀର୍ଘ ଦିନ ଧରି ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜଳର ସନ୍ଧାନ କରୁଥିଲେ । କାରଣ ପାଣି ହିଁ କୌଣସି ଗ୍ରହରେ ଜୀବନ ଧାରଣାର ଆଧାର ହୋଇପାରେ । ଦୀର୍ଘ ଦିନ ଧରି ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ପାଣିର ସନ୍ଧାନରେ ଥିଲେ । ଯାହା ଏବେ କିଛି ମାତ୍ରାରେ ପୁରଣ ହେବାକୁ ଯାଉଛି । ବୈଜ୍ଞାନିକମାନେ ଏବେ…

ଆପଣଙ୍କ ଜାତକରେ ଏହି ୩ଟି ଗ୍ରହ ଖରାପ ସ୍ଥାନରେ ନାହାଁନ୍ତି ତ, ସତର୍କ ରୁହନ୍ତୁ ନଚେତ୍‌ ବଢ଼ିଯିବ ଋଣ ଭାର ଭୋଗିବେ ଅନେକ…

ଭାରତରେ ଅନେକ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ କରନ୍ତି। ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଅନେକ ମାତ୍ରାରେ ମଣିଶଙ୍କ ଜୀବନକୁ ପ୍ରଭାବିତ ମଧ୍ୟ କରିଥାଏ। ବ୍ୟକ୍ତିର ଚାଲି ଚଲଣ ଓଚ କଥାବାର୍ତ୍ତା ଉଭୟ ଗ୍ରହଙ୍କ ସ୍ଥିତି କାରଣରୁ ମଧ୍ୟ ହୋଇଥାଏ। ଯଦି ଗ୍ରହ ମାନେ ଆପଣ ଙ୍କ କୁଣ୍ଡଳୀରେ ଭଲ ସ୍ଥିତିରେ…

ଏବେ ଟ୍ରେନ ନେଇଯିବ ଆପଣଙ୍କୁ ଅନ୍ୟ ଗ୍ରହ, ଅର୍ଥାତ ଚନ୍ଦ୍ର ଆଉ ମଙ୍ଗଳ, କେମିତି ଜାଣନ୍ତୁ

ଟେକ୍ନୋଲୋଜିରେ ଆମେ ଜାଣିଛେ କି ଚିନ ଅମେରିକା ଜାପାନ ସବୁବେଳେ ଆଗରେ ଥାନ୍ତି । ଆଉ କିଛି ନା କିଛି ନୂଆ ଆବିଷ୍କାର ଓ ଉଦ୍ଭାବନରେ ଲାଗିଥାନ୍ତି । ସବୁ ସମୟରେ ଅନୁସନ୍ଧାନ କରିଥାନ୍ତି କିଛି ଅଲଗା ସାମନାକୁ ଆଣିବାକୁ । ସେମିତି ଏକ କଥା ଆମେ ଆପଣଙ୍କୁ କହିବୁ ଯାହା ଶୁଣିଲେ ନିଶ୍ଚୟ ଆପଣ…

ଆକାଶରେ ୧୦୭୫ ବର୍ଷ ପରେ ନଜର ଆସିବ ଦୁର୍ଲ୍ଲଭ ଦୃଶ୍ୟ, ଏକ ସରଳରେଖାରେ ରହିବେ ମଙ୍ଗଳ-ଶନି- ଶୁକ୍ର-ବୃହସ୍ପତି

ଚଳିତ ସପ୍ତାହରେ ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ଏକ ସରଳରେଖାରେ ନଜର ଆସିବେ ୪ ଗ୍ରହ। ଏ ନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଆଉ କିଛି ସମୟ ପରେ ବ୍ରହ୍ମାଣ୍ଡରେ ଏକ ଦୁର୍ଲ୍ଲଭ ସଂଯୋଗ ବନିବାକୁ ଯାଉଛି। ଏହି ସପ୍ତାହରେ ମଙ୍ଗଳ,…