ସ୍କୁଲରେ ନିର୍ଯାତନା ଅଭିଯୋଗ, ଛାତ୍ରକୁ ଘଣ୍ଟାଏରୁ ଅଧିକ ସମୟ ଧରି ଗ୍ରୀଲରେ ବାନ୍ଧି ରଖିଲେ କର୍ତ୍ତୃପକ୍ଷ
ମାର୍ଶାଘାଇ: କେନ୍ଦ୍ରାପଡ଼ା ମାର୍ଶାଘାଇ ଇଂଲିଶ ମିଡିୟମ ବେସରକାରୀ ସ୍କୁଲରେ ଛାତ୍ରକୁ ନିର୍ଯାତନା । ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ଗ୍ରିଲରେ ବାନ୍ଧି ମାଡ ମାରିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନା ଅନୁସାରେ କେନ୍ଦ୍ରାପଡ଼ା ମାର୍ସାଘାଇରେ ଏକ ଘରୋଇ…