Browsing Tag

martyred soldier

ଛତିଶଗଡ଼: ସୁକ୍‌ମାରେ ନକ୍ସଲ ଆକ୍ରମଣ; CRPF ସବ୍‌-ଇନ୍ସପେକ୍ଟର ସହିଦ, ଜଣେ ଯବାନ ଆହତ

ଛତିଶଗଡ଼ର ନକ୍ସଲ ପ୍ରଭାବିତ ସୁକ୍‌ମା ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି। ନକ୍ସଲ ଆକ୍ରମଣରେ ସିଆର୍‌ପିଏଫ୍‌ର ଜଣେ ଯବାନ ସହିଦ ହୋଇଛନ୍ତି। ସେ ହେଲେ ସବ୍‌-ଇନ୍ସପେକ୍ଟର ସୁଧାକର ରେଡ୍ଡୀ। ସିଆର୍‌ପିଏଫ୍‌ କନଷ୍ଟେବଳ ରାମୁଙ୍କ ଦେହରେ ମଧ୍ୟ ଗୁଳି ବାଜିଛି।…

ଜମ୍ମୁ-କାଶ୍ମୀର: ରାଜୌରୀରେ ଆତଙ୍କବାଦୀଙ୍କ ସହ ମୁକାଲିବାରେ ସେନା ଅଧିକାରୀଙ୍କ ସମେତ ୨ ସହିଦ

ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରେ ବୁଧବାର ଆତଙ୍କବାଦୀଙ୍କ ସହ ମୁକାବିଲାରେ ଦୁଇ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ଘେରି ରହିଥିବା ପୋଲିସ ସୂଚନା ଦେଇଛି। ପୋଲିସ ସୂଚନା ମୁତାବକ, ଧର୍ମସାଲର ବାଜିମାଲ ଅଞ୍ଚଳରେ ସେନା ଓ ଜମ୍ମୁ-କାଶ୍ମୀର ପୋଲିସର…

ସଡ଼କ ଦୁର୍ଘଟଣାରେ ଯବାନ ମୃତ, ଭାଇରାଲ ହେଉଛି ମୃତ୍ୟୁର ୧୦ ମିନିଟ୍ ପୂର୍ବରୁ ଅପଲୋଡ୍ ହୋଇଥିବା ଭିଡିଓ

ସୋରଡା (କେନ୍ୟୁଜ) : କାର୍ଗିଲ ସହିଦ ଦିବସରେ ଯବାନଙ୍କ ମୃତ୍ୟୁ । ମୃତ୍ୟୁ କେତେବେଳେ ଯେ କାହାକୁ ତାର ଶିକାର ବନାଇଦିଏ ତାହା କେହି ବି ଜାଣିନଥାନ୍ତି । ଏଇ ଯେମିତି ଘଟିଛି ଏହି ଯବାନଙ୍କ କ୍ଷେତ୍ରରେ । ଛୁଟିରେ ଘରକୁ ଆସିଥିଲେ ବୁଲିବା ପାଇଁ କିନ୍ତୁ ସେ କଣ ଜାଣିଥିଲେ ଏଇଟା ତାଙ୍କର ଶେଷ ଘରକୁ…

ସହିଦଙ୍କ ଭଉଣୀକୁ ଭାଇର ଅଭାବ କରାଇଦେଲେନି ଅନ୍ୟ ଯବାନ ମାନେ, ଚଟାଣରେ ପାଦ ଦେବା ପୂର୍ବରୁ ରଖିଲେ ନିଜ ହାତ

ବିହାର : ଭାଇ ଭଉଣୀର ସମ୍ପର୍କ ଏକ ଏମିତି ସମ୍ପର୍କ ଯାହା ସବୁଠାରୁ ଉର୍ଦ୍ଧରେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭାଇର ଶୁଭ ମନାସୀ ଭଉଣୀଟିଏ ଅନେକ ଓଷା ଉପବାସ କରିଥାଏ। ଭାଇ ହାତରେ ରାଖିବାନ୍ଧିବା ପାଇଁ ମଧ୍ୟ ଭଉଣୀଟିଏ ଉତ୍ସାହର ସହ ଅପେକ୍ଷା କରି ରହିଥାଏ । ସେଥିପାଇଁ ତ ଝିଅଟିଏ ଶାଶୁଘର…

ପୁତ୍ର ସନ୍ତାନ ଜନ୍ମ ଦେଲେ ସହିଦଙ୍କ ପତ୍ନୀ, କହିଲେ ‘ଇଏ ନେବ ପାକିସ୍ତାନ ଠାରୁ ପ୍ରତିଶୋଧ’

ଜମ୍ମୁ-କାଶ୍ମୀରରେ ପାକିସ୍ତାନ ଆକ୍ରମଣରେ ସହିଦ ହୋଇଥିଲେ ଯବାନ ରାଜେଶ ଯାଦବ। ଏହି ଦୁଃଖଦ ମୁହୁର୍ତ୍ତ ଭିତରେ ତାଙ୍କ ଘର ସେତେବେଳେ ଖୁସିରେ ଝୁମି ଉଠିଲା ଯେତେବେଳେ ତାଙ୍କ ବିଧବା ପତ୍ନୀ ଶ୍ବେତା ଯାଦବ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପୁତ୍ରକୁ ଜନ୍ମ ଦେଲା ପରେ ଶ୍ବେତା କହିଲେ ଯେ ସେ…