Browsing Tag

martyred

 ପଞ୍ଚଭୂତରେ ଲୀନ ହେଲେ ବୀର ପୁତ୍ର, ଅଶ୍ରୁଳ ବିଦାୟ ଦେଲେ ଢେଙ୍କାନାଳ କେନ୍ଦୁଢିପବାସୀ

ଢେଙ୍କାନାଳ (କେନ୍ୟୁଜ୍): ପଞ୍ଚଭୂତରେ ଲୀନ ହେଲେ ବୀର ପୁତ୍ର ସରୋଜ ଦାସ । ଅଶ୍ରୁଳ ଲୁହରେ ସହିଦଙ୍କୁ ବିଦାୟ ଦେଲେ ଢେଙ୍କାନାଳ ଜିଲ୍ଲା କେନ୍ଦୁଢିପବାସୀ । ଜନ୍ମମାଟିରେ ଜଳିଲା ସହିଦ ସରୋଜ ଦାସଙ୍କ ଚିତା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହଜାର ହଜାର ସ୍ଥାନୀୟ ଲୋକ,…

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ MP ର ପୁଅ, ମାସେ ତଳେ କାର୍ଯ୍ୟରେ ଯୋଗ ଦେଇଥିଲେ

ଭାରତ ମା’ ପାଇଁ ପୁଣିଥରେ ଜୀବନ ଦେଇଛି ଆଉ ଏକ ପୁଅ। ଶତ୍ରୁ କବଳରୁ ଦେଶ ମାତୃକାକୁ ରକ୍ଷା କରିବାକୁ ହସ ହସି ଗୁଳି ଖାଇଛି ଜଣେ ଯବାନ। ମଧ୍ୟପ୍ରଦେଶ ସତନା ଜିଲ୍ଲାର ଜଣେ ଯବାନ ଜୀବନକୁ ବଳିଦାନ ଦେଇ ନିଜ ଜନ୍ମଭୂମିକୁ ଗୌରବାନ୍ଵିତ କରିଛି। ଜମ୍ମୁ- କଶ୍ମୀରରେ ଆତଙ୍କବାଦୀଙ୍କ ମୁକାବିଲା କରି…

କନ୍ଧମାଳ ଜିଲ୍ଲା ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ, ମୟୁରଞ୍ଜର ରାଇରଙ୍ଗପୁରର ନନ୍ଦୁ ରାମ ସୋରେନ୍ ସହିଦ 

ଫୁଲବାଣୀ/ରାଇରଙ୍ଗପୁର (କେ ନ୍ୟୁଜ୍‌) : ସୋମବାର ରାତିରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଘାଟିରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ‌ହୋଇଥିଲେ । ତେବେ ଏହି ଯବାନଙ୍କ ମଧ୍ଯରେ ଓଡିଶାରୁ ଦୁଇ ଜଣ ଥିବା ନେଇ ସୂଚନା ମିଳିଛି । ଜଣେ…