Browsing Tag

maruti

ମାରୁତୀ କମ୍ପାନୀ ଆଡ଼ଭାନ୍ସ ଟେକ୍ନୋଲୋଜି ସହ ନୂଆ ଫିଚର୍‌ରେ କାର୍‌ ଲଞ୍ଚ କରିବାକୁ ଯାଉଛି

ଆଜିକାଲି ଲୋକଙ୍କ ଫ୍ୟାସନ୍‌ କାର୍‌ ଚଲାଇବା । ଘରେ ଘରେ ଦେଖିବାକୁ ମିଳିଛି ଭଳିକି ଭଳିକି ନୂଆ ଷ୍ଟାଇଲ୍‌ର କାର୍‌। ଏବେ ପୁଣି ମାରୁତି କମ୍ପାନୀ ଆଣି ଦେଇଛି ଧମକାଦାର ନୂଆ ମାରୁତି ସ୍ୱିପ୍ଟ ସ୍ପୋର୍ଟ କାର୍‌ । ଯେଉଁ କାର୍‌କୁ ଖାଲି ଧନୀ ନୁହେଁ ସମସ୍ତେ କିଣିପାରିବେ । ଯେଉଁଥିରେ ଏକ ନୂଆ…

କମ୍‌ ବଜେଟରେ ନେଇ ଆସନ୍ତୁ ଏହି ଦମଦାର କାର, ୧ ଲିଟରରେ ଦେବ ୩୨ କିଲୋମିଟରର ମାଇଲେଜ୍‌

କାର କିଣିବାର ସ୍ୱପ୍ନ କାହାର ବା ନଥାଏ । କିନ୍ତୁ କାରର ବଜେଟ ଏତେ ଅଧିକ ଥାଏ ଯେ ସାଧାରଣ ଲୋକ ମାନେ କାର କିଣିବାର ସ୍ୱପ୍ନକୁ ପୂରା କରିପାରନ୍ତି ନାହିଁ । ବେଳେବେଳେ ଏମିତି ହୁଏ ଯେ କିଛି ଲୋକ ଦାମୀ କାର କିଣିବାରେ ଅସମର୍ଥ ହୋଇଥାନ୍ତି ତେଣୁ ନିଜ ବଜେଟର କାର କିଣିବାକୁ ବାଧ୍ୟ ହୋଇଥାନ୍ତି ।…

Jimny ଉପରେ ଲକ୍ଷେ ୩୨ ହଜାର ଡିସକାଉଣ୍ଟ

ଭାରତୀୟ ବଜାରରେ ମାରୁତି ସୁଜୁକିର ସବୁଠୁ ଲାଟେଷ୍ଟ ପ୍ରଡକ୍ଟ ହେଉଛି ଜିମନୀ । ଏହା ଏକ ଏମିତି ଏସୟୁଭି ଯାହା ଏକମାତ୍ର ମହିନ୍ଦ୍ରା ଥର୍‌ କୁ ଟକ୍କର ଦେଇଥାଏ। ଭାରତୀୟ ବଜାରରେ ମାରୁତି ସୁଜୁକିର ସବୁଠୁ ଲାଟେଷ୍ଟ ପ୍ରଡକ୍ଟକୁ ନେଇ ଏକ ବଡ଼ ସୂଚନା ଆସିଛି। ଭାରତରେ ମାରୁତି ସୁଜୁକି ଜିମନୀର ୫ ଡୋର…

ଖୁବଶୀଘ୍ର ଆସୁଛି ମାରୁତି ସୁଜୁକିର ନୂଆ ଦମଦାର କାର, ଜାଣନ୍ତୁ କେବେ ହେବ ଲଞ୍ଚ

ମାରୁତି ସୁଜୁକି ଅନେକ ନୂଆ କାର୍ ପ୍ରସ୍ତୁତ କରୁଛି । ୨୦୨୪ ଆରମ୍ଭ ସୁଦ୍ଧା ନୂଆ ଜେନେରେସେନର ସ୍ୱିଫ୍ଟ ହ୍ୟାଚ୍ ବ୍ୟାକ୍ ଏବଂ ଡିଜାଇର କମ୍ପାକ୍ଟ ସେଡାନ୍ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଉଭୟ ନୂଆ ମଡେଲରେ ନୂଆ ଡିଜାଇନ୍ ଏବଂ ଭଲ ଫିଚର୍ସ ମିଳିବ । ଏହା ବ୍ୟତୀତ ଇଲେକ୍ଟ୍ରିକ୍‌…

ଜାଣନ୍ତୁ କେତେ ମୂଲ୍ୟରେ ବିକ୍ରି ହେବ ମାରୁତିର ଫ୍ରଥମ ଇଲେକ୍ଟ୍ରିକ କାର, ଅପେକ୍ଷାରେ ରହିଛନ୍ତି ଗ୍ରାହକ

ଅନେକ କମ୍ପାନୀ ଭାରତୀୟ ମାର୍କଟେରେ ଇଲେକ୍ଟ୍ରିକ କାର ଏଣ୍ଟ୍ରି କରିଥିବାବେଳେ ସବୁଠାରୁ ଅଧିକ ବିକ୍ରି ହେଉଥିବା ମାନୁଫେକ୍ଚରର କମ୍ପାନୀ ମାରୁତି ସୁଜୁକି ଏପର୍ଯ୍ୟନ୍ତ ଭାରତୀୟ ବଜାରରେ ଏକ ଫୁଲ ଇଭି କାର ଆଣିନାହିଁ । ମାରୁତି ସୁଜୁକି ଇଣ୍ଡିଆର ଚେୟାରମ୍ୟାନ ଆରସି ଭାର୍ଗଭଙ୍କ କହିବା ଅନୁଯାୟୀ,…

ନୂଆବର୍ଷରେ ଆସିଗଲା ଧମାକାଦାର ଅଫର୍ସ, ଶସ୍ତାରେ କିଣନ୍ତୁ Maruti Brezzaର ଏହିସବୁ ମଡେଲ

ଆସିଗଲା ନୂଆବର୍ଷ ପାଇଁ ଧମାକାଦାର ଅଫର୍ସ। ମାତ୍ର ଅଳ୍ପ ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ Maruti Brezza । ଯେଉଁଥିରେ ଆପଣ ରହିବେ ବଢ଼ିଆ ଫାଇଦାରେ.. ଯଦି ଆପଣ ବି ଜଣେ କାର ଲଭର୍ସ। ତେବେ ଏହି ଖାସ ଖବର କେବଳ ଆପଣଙ୍କ ପାଇଁ.. ଭାରତରେ ଏବେ ସବ-୪ମିଟର ଏସୟୁବି ସେଗମେଣ୍ଟ ର ଡିମାଣ୍ଡ ବହୁତ…

Marutiର ଏହିସବୁ ମଡ଼େଲ ବିକ୍ରି ହେଉଛି ଅତି ଶସ୍ତାରେ, ଆପଣ ବି କିଣନ୍ତୁ ନିଜ ମନ ପସନ୍ଦ ମଡେଲ

ଆଜିକାଲି ପୁରୁଣା ଗାଡ଼ି କିଣିବା କଷ୍ଟ ନହେଲେ ବି ଏହାର ଦାମ କିନ୍ତୁ ସମସ୍ତଙ୍କ ପାଇଁ ସୁହାଇନଥାଏ। ତେବେ ଏହାକୁ ଧ୍ୟାନରେ ରଖି ଅନେକ ଅନଲାଇନ ପ୍ଲାଟଫର୍ମ ବାହାରିଛି। ଯେଉଁଠି ଆପଣଙ୍କୁ ପୁରୁଣା ଗାଡ଼ିକୁ ଖୁବ କମରେ କିଣିପାରିବେ। ଏହିସବୁ ପ୍ଳାଟଫର୍ମ ଭରସାଯୋଗ୍ୟ ମଧ୍ୟ। ଆମେ ଆଜି ସେହି ସବୁ…

ଆରମ୍ଭ ହେଲା 2022 Maruti Brezzaର ପ୍ରିବୁକିଂ, ଟିଜର ସହ ସନରୁଫର ହୋଇଛି ଖୁଲାସା, ଜାଣନ୍ତୁ କ’ଣ ରହିଛି ଖାସ୍‌

ଆସିବ ମାରୁତି ବ୍ରେଜା ୨୦୨୨। ମାରୁତି ବ୍ରେଜାର ନୂଆ ଭର୍ସନ ଏବେ ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଛି । ମାରୁତି ବ୍ରେଜା ସବକମ୍ପାକ୍ଟ ଏସୟୁଭି ସମ୍ପର୍କରେ ଏହାର ଅଫିିସିଆଲ େଓ୍ଵବସାଇଟରେ ସୂଚନା ଦିଆଯାଇଛି । ଏନେଇ ବୁକିଂ ପ୍ରକ୍ରିୟା ମଧ୍ୟ ସାରା ଦେଶରେ ଆରମ୍ଭ ହୋଇଯାଇଛି। ତେଣୁ ଇଚ୍ଛୁକ…

ସେପ୍ଟେମ୍ବର ମାସରେ ଲଞ୍ଚ ହେବ Maruti Suzuki Celerio , 5000 ଟଙ୍କାରେ କରିପାରିବେ ବୁକିଂ

ନୂଆ Maruti Suzuki Celerioର ଖୁବ ଶୀଘ୍ର ହେବ ବଜାର ପ୍ରବେଶ । ଏହାକୁ ଲଞ୍ଚ କରିବା ପାଇଁ କମ୍ପାନୀ ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରାଇଥିଲା । ଭାରତୀୟବ ବଜାରରେ ଏହା ଖୁବ ଶୀଘ୍ର ଲଞ୍ଚ ହେବ । ଏହାକୁ ନେଇ କିଛି ଡିଲରସିପ ପ୍ରି-ବୁକିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଭିନ୍ନ ଭିନ୍ନ…

ଖୁବଶୀଘ୍ର ଲଞ୍ଚ ହେବ Maruti Suzuki Celerio, ଶସ୍ତା ଦାମ ସହ ରହିଛି ଜବରଦସ୍ତ ଫିଚର୍ସ

ଦେଶର ସବୁଠୁ ବଡ଼ କାର କମ୍ପାନୀ Maruti Suzuki ବହୁତ ଶୀଘ୍ର ସେକେଣ୍ଡ ଜୋନ Cellario ମଡେଲ ଲଞ୍ଚ କରିବାକୁ ଯାଉଛି । ଏହାକୁ ଅନେକବାର ଟେଷ୍ଟିଂ ମଧ୍ୟ କରାଯାଇଛି । ମାରୁତି ସୁଜୁକି ସିଲେରିଓ ପ୍ରଥମ ଥର ପାଇଁ ୨୦୧୪ ମସିହାରେ ଲଞ୍ଚ କରିଥିଲା । ଏହାପରଠୁ ସବୁ ଅଟୋମେଟିକ ଶସ୍ତା ଗିୟର ବକ୍ସ କାର…

ବର୍ଷର ପ୍ରଥମ ମାସରେ ଧମାକାଦାର ଅଫର ଦେଉଛି Maruti କମ୍ପାନୀ, ପ୍ରତି କାର ଉପରେ ଦେଉଛି ବିଗ ଅଫର

୨୦୧୯ ବର୍ଷର ଶେଷ ମାସରେ ବିଭିନ୍ନ ଗାଡି କମ୍ପାନୀ ଗୁଡିକ ନିଜ ନିଜ ଗାଡି ଉପରେ ଜବରଦସ୍ତ ଅଫର ମାନ ଦେଇଥିଲେ । ବର୍ଷ ଆରମ୍ଭରୁ ବି ଏହି କମ୍ପାନୀମାନ ବି ଅଫର ଦେବା ଜାରି ରଖିଛନ୍ତି । ଭାରତର ଅନ୍ୟତମ କାର ନିର୍ମାତା କମ୍ପାନୀ ମାରୁତି ବି ନିଜ ଗାଡି ଉପରେ ୫୫ ହଜାର ଟଙ୍କା ପର୍ଯ୍ୟନ୍ତର ରିହାତି…

ମାରୁତି ଲଞ୍ଚ କରୁଛି ଅତ୍ୟାଧୁନିକ ଇଲେକଟ୍ରିକ୍‌ କାର, ଥରେ ଚାର୍ଜ କଲେ ଚାଲିବ ୨୦୦ କିଲୋମିଟର

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ କାର ବିକ୍ରତା କମ୍ପାନୀ ମାରୁତି ନିଜ ଗ୍ରାହକଙ୍କୁ ଦେବାକୁ ଯାଉଛି ଦମଦାର ଉପହାର। ଏନେଇ ଖୁବ ଶୀଘ୍ର ଓ୍ଵାଗନରର ଇଲେକଟ୍ରିକ୍‌ ଭର୍ସନ ଲଞ୍ଚ କରିବାକୁ ଯାଉଛି ମାରୁତି । କମ୍ପାନୀ ଏହାର ଟେଷ୍ଟିଂ ଆରମ୍ଭ କରିଥିବା ବେଳେ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ଏହାକୁ…