କେରଳର ରାଜରାସ୍ତାରେ ମନକୁ ଚାଲୁଛି ଜଳନ୍ତା କାର, ଭିଡିଓ ହେଉଛି ଭାଇରାଲ
ରାଜରାସ୍ତାରେ ମନକୁ ଚାଲୁଛି ଜଳନ୍ତା କାର । ଦର୍ଶକବନ୍ଧୁ ଆପଣ ମାନେ ନିଶ୍ଚିତ ଭାବୁଥିବେ ଯେ ଏହା କିଭଳି ଭାବେ ସମ୍ଭବ!! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏକ ଜଳନ୍ତା ମାରୁତି ସୁଜୁକି ଓମନି ଭ୍ୟାନ କେରଳର ରାସ୍ତାରେ ଯାଉଥିବାର ଦେଖାଯାଇଛି । ପ୍ରବଳ ଅଗ୍ନିକାଣ୍ଡରେ ଭ୍ୟାନଟି ରାସ୍ତାରେ…