Maruti Suzuki Swift 2024ର ଭିଡ଼ିଓ ହେଉଛି ଭାଇରାଲ, ରହିଛି ଜବରଦସ୍ତ ଲୁକ ସହ ଦମଦାର ଫିଚର୍ସ
ମାରୁତି ସୁଜୁକି ସ୍ୱିଫ୍ଟ ଲଞ୍ଚ ପରଠୁ ହିଁ ଲୋକଙ୍କ ମନ ପସନ୍ଦ ହୋଇ ରହିଛି। କମ୍ପାନୀ ଯେତେବେଳେ ଏହାର ଯେଉଁ ନୂଆ ମଡେଲ ଲଞ୍ଚ କରିବ ତାକୁ ନେଇ ଅନେକ କାର ପ୍ରେମୀ ଏକ୍ସାଇଟେଡ ଥାଆନ୍ତି। ଯେମିିତିକି ଏହି ଖବରକୁ ନେଇ ଅଛନ୍ତି। ଆଜ୍ଞା ହଁ, ଖୁବ ;ଶୀଘ୍ର ମାରୁତି ସୁଜୁକି ତାର ନୂଆ ସ୍ୱିଫ୍ଟ…