Browsing Tag

mary kom

ବକ୍ସିଂରୁ ସନ୍ୟାସ ନେଲେ ଭାରତର କିମ୍ବଦନ୍ତୀ ଖେଳାଳି ମ୍ୟାରି କମ୍

ଆଉ ବକ୍ସିଂ ରିଙ୍ଗରେ ଦିଶିବେନି ଭାରତର ଚାମ୍ପିଅନ୍ ମହିଳା ବକ୍ସର ମେରୀ କମ୍ । ନିଜର ଅଷ୍ଟମ ବିଶ୍ବସ୍ତରୀୟ ପଦକ ଜିତିଥିବା ମେରୀ କମ୍ ବକ୍ସିଂରୁ ଅବସର ଘୋଷଣା କରିଛନ୍ତି । ତେବେ ସେ ଅନିଚ୍ଛା ସତ୍ତ୍ବେ ବାଧ୍ୟ ହୋଇ ଅବସର ନେଉଥିବା କହିଛନ୍ତି । କିମ୍ବଦନ୍ତୀ ବକ୍ସର ମେରୀ କମ୍ ୬ଥର ବିଶ୍ବ…

ଏସିଆନ ବକ୍ସିଂ ଚାମ୍ପିଅନସିପ ଫାଇନାଲରେ ପରାସ୍ତ ହେଲେ ମେରୀ କମ୍, କଜାକିସ୍ତାନର ନାଜିମ ମାରିଦେଲେ ବାଜି

ଏସିଆନ ବକ୍ସିଂ ଚାମ୍ପିଅନସିପ୍ ଫାଇନାଲରେ କଜାକସ୍ତାନର ନାଜିମ କିଜାଇବେ ବାଜି ମାରିନେଇଛନ୍ତି। ୬ ଥର ବିଶ୍ବ ବିଜେତା ମେରୀ କମ୍କୁ ସେ ହରାଇଛନ୍ତି। ମେରୀ କମ୍ ୫୧ କିଲୋଗ୍ରାମ ବର୍ଗ ଫାଇନାଲରେ ନାଜିମଙ୍କ ବିପକ୍ଷରେ ୨-୩ରେ ହାରିଛନ୍ତି। ଫାଇନାଲ ରାଉଣ୍ଡରେ ହାରିବା କାରଣରୁ ମେରୀ କମକୁ…

ବାୟୋପିକ୍‌ ମାଗଣା ନୁହେଁ : ଧୋନିଙ୍କ ଠାରୁ ସଞ୍ଜୟ ଦତ୍ତଙ୍କ ପର୍ଯ୍ୟନ୍ତ ନିଜ ବାୟୋପିକ୍ ପାଇଁ ନେଇଛନ୍ତି ମୋଟା ଅଙ୍କର…

ନିଜ ନିଜ ଫିଲ୍ମକୁ ହିଟ୍ କରିବା ପାଇଁ ଏବେ ଫିଲ୍ମ ନିର୍ମାତାମାନେ ବାୟୋପିକ୍ ତିଆରି କରିବା ଆରମ୍ଭ କରିଛନ୍ତି। ବଲିଉଡରେ ମଧ୍ୟ ବହୁ ବଡ଼ ବଡ଼ ହସ୍ତୀଙ୍କର ବାୟୋପିକ୍ ତିଆରି କରାଯାଇଛି। ଏଥିରେ କ୍ରିକେଟର ଧୋନି, ଧାବକ ମିଲଖା ସିଂହ, ବଲିଉଡ ଷ୍ଟାର ସଞ୍ଜୟ ଦତ୍ତ, ମେରି କମ୍ ପ୍ରମୁଖ ଅଛନ୍ତି।…

ଅଲିମ୍ପିକ୍ସ ଆଡକୁ ପାଦେ, ୯-୧ରେ ନିଖତ୍‌ ଜରିନ୍‌ଙ୍କୁ ପରାସ୍ତ କଲେ ମେରି କମ୍‌

ନୂଆଦିଲ୍ଲୀ : ୬ ଥରର ବିଶ୍ୱବିଜେତା ମେରି କମ୍‌ ୨୦୨୦ ଚୀନ୍‌ ଅଲିମ୍ପିକ୍ସ ଆଡକୁ ଆଉ ପାଦେ ଆଗେଇଲେ । ୫୧ କେଜି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନିଖତ୍‌ ଜରିନ୍‌ଙ୍କୁ ପରାସ୍ତ କରିଛନ୍ତି । ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ କିଏ ପ୍ରତିଦ୍ୱିନ୍ଦିତା କରିବ ତାକୁ ନେଇ ତାର ନିର୍ଣ୍ଣୟ ପାଇଁ…

ଅଲମ୍ପିକ କ୍ବାଲିଫାୟରରେ ନିକହତ ଜରିନଙ୍କୁ ହରାଇଲେ ମେରି କମ୍

ନୂଆଦିଲ୍ଲୀ: ଛଅ ଥର ବିଶ୍ବ ଚାମ୍ପିୟନ ହୋଇସାରିଥିବା ମେରି କମ୍ ଶନିବାର ଦିନ ନୂଆଦିଲ୍ଲୀରେ ଅଲମ୍ପିକ କ୍ବାଲିଫାୟର ପାଇଁ ଚାଲିଥିବା ମହିଳା ବକ୍ସସିଂରେ ୫୧ କଲୋଗ୍ରାମ ବର୍ଗର ମୁକାବିଲାରେ ନିକହତ ଜରିନଙ୍କୁ ହରାଇଥିଲେ । ୯-୧ ବିଭାଜିତ ନିର୍ଣ୍ଣୟରେ ଜିତିବା ସହିତ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ…

ଇତିହାସ ରଚିଲେ ମେରି କମ୍, ମିଳିଲା ଏସିଆର ସର୍ବଶ୍ରେଷ୍ଠ ମହିଳା ଆଥଲେଟର ପୁରସ୍କାର

ଛଅ ଥର ବିଶ୍ବ ଚାମ୍ପିୟନ୍ ହୋଇଥିବା ଭାରତୀୟ ମହିଳା ବକ୍ସର୍ ଏମସି ମେରିକମ୍ ଏସିଆର ସର୍ବଶ୍ରେଷ୍ଠ ମହିଳା ଆଥଲେଟ୍ ପୁରସ୍କାର ପାଇଛନ୍ତି। ଅନ୍ତଃରାଷ୍ଟ୍ରୀୟ କ୍ରୀଡା ପ୍ରେସ୍ ସଂଘ ମୁତାବକ, ଏସିଆନ୍ ସ୍ପୋଟସ୍ ରାଇଟସ୍ ୟୁନିୟନ୍ ଦ୍ବାରା ଆୟୋଜିତ ଏସିଆର ପ୍ରଥମ ପୁରସ୍କାର ସମାରୋରେ ମେରି କମ୍ ଙ୍କୁ…

ରୋମାଣ୍ଟିକ୍ ମୁଡରେ ମେରି କମ୍ , ମୁଥ ମାରି ପ୍ରତିଦ୍ବନ୍ଦ୍ବୀଙ୍କ ମୁହଁ ସେଟ୍ କରୁଥିବା ଷ୍ଟାର୍ ବକ୍ସରଙ୍କ ମୁହଁରୁ…

ହାତରେ ମୁଥ ମାରି ପ୍ରତିଦ୍ବନ୍ଦ୍ବୀଙ୍କ ମୁହଁ ସେଟ୍ କରିଦେଉଥିବା ମେରି କମ ନିଜ ମୁହଁରେ ଗାଇଛନ୍ତି ଏକ ସୁନ୍ଦର ରୋମାଣ୍ଟିକ୍ ଗୀତ । ହୁଏତ ଆପଣଙ୍କୁ ଏହା ଅବିଶ୍ବସନୀୟ ଲାଗିପାରେ । କିନ୍ତୁ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ଦେଖିବା ପରେ ଆପଣ ନିଶ୍ଚିତ ଭାବରେ ସୁପରମମ୍ ମେରି କମଙ୍କୁ ପ୍ରଶଂସା…

ଚାରି ଘଂଟାରେ ଦୁଇ କିଲୋ ଓଜନ କମ୍ କଲେ ମେରିକମ୍ ! ଜାଣନ୍ତୁ କେମିତି ଅସମ୍ଭବକୁ କଲେ ସମ୍ଭବ ବିଶ୍ବ ଚାମ୍ପିୟନ୍

ଚାରି ଘଂଟାରେ ଦୁଇ କିଲୋ ଓଜନ କମ୍ କରିବା । ଏହା ଶୁଣିବାକୁ ଯେତିକି ଅଜବ ଏହା ଉପରେ ବିଶ୍ବାସ କରିବା ମଧ୍ୟ ସେତିକି ସହଜ ନୁହେଁ । କିନ୍ତୁ ଏହାକୁ ସତ କରିଦେଖାଇଛନ୍ତି ପାଂଚ ଥର ବିଶ୍ବ ଚାମ୍ପିୟନ୍ ରହିସାରିଥିବା ମହିଳା ବକ୍ସର ଏମସି ମେରିକମ୍ । ଲମ୍ବା ଯାତ୍ରା ପରେ ପୋଲାଣ୍ଡରେ ପହଂଚିଥିବା…