ପଦ୍ମ ସମ୍ମାନ ଲାଗି ମହିଳା କ୍ରୀଡ଼ାବିତ୍ଙ୍କ ନାଁ ସୁପାରିଶ କଲା କ୍ରୀଡ଼ା ମନ୍ତ୍ରଣାଳୟ, ଜାଣନ୍ତୁ ଚଳିତବର୍ଷ କିଏ ହେବେ…
ନୂଆଦିଲ୍ଲୀ:କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଦେଶର ସୁଯୋଗ୍ୟ କନ୍ୟାଙ୍କୁ ସମ୍ମାନିତ କରିବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ବଡ଼ ପଦକ୍ଷେପ ଗ୍ରହଣ କରିଛି। ମନ୍ତ୍ରଣାଳୟ ତରଫରୁ ମହିଳା ବକ୍ସର ମେରିକମ୍ ଓ ପିଭି ସିନ୍ଧୁଙ୍କ ନାଁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମବିଭୂଷଣ…