ଏହି ଡ୍ରିଙ୍କ ପିଇ ବଢ଼ାନ୍ତୁ ଶରୀରର ଇମ୍ୟୁନିଟି, ଛୁଇଁ ପାରିବନି କୌଣସି ରୋଗ
କରୋନା ସମୟରେ ପ୍ରାୟ ସମସ୍ତେ ନିଜ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି | କିଏ ସକାଳ ସନ୍ଧ୍ୟାରେ ଆୟୁର୍ବେଦୀୟ କାଡ଼ା ସେବନ କରି ନିଜ ଇମ୍ୟୁନିଟି ବୁଷ୍ଟ କରୁଛି ତ କିଏ ଭଳିକି ଭଳି ଔଷଧ, ଭିଟାମିନ ଆଦି ଖାଇ ରୋଗ ଦାଉରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି |…