୩ ମାସ ହେଲା କୋଭିଡ୍ କମିଛି, ପରାମର୍ଶ ମାନନ୍ତୁ ଓ ସୁରକ୍ଷିତ ରହିବାକୁ ମାସ୍କ ପିନ୍ଧନ୍ତୁ: ସ୍ବାସ୍ଥ୍ୟ ସଚିବ
କେନ୍ୟୁଜ୍(ବ୍ୟୁରୋ): ୩ ମାସ ହେଲା କୋଭିଡ୍ କମିଛି। ବର୍ତ୍ତମାନ କଟକଣା ଲାଗିବାର ନାହିଁ। ମାସ୍କ ନ ପିନ୍ଧିଲେ ଫାଇନ୍ ନାହିଁ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ସରକାର। ଆଜି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି, ଓଡିଶାରେ…