ବିଧାନସଭା ନିର୍ବାଚନ: ପଶ୍ଚିମବଙ୍ଗରେ ବିଜେପି ଆରମ୍ଭ କଲା ‘ମୋ ବୁଥ୍ କରୋନା ମୁକ୍ତ ଅଭିଯାନ’, ୬ କୋଟି ମାସ୍କ…
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଭିତରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ମାମଲାକୁ ନଜରରେ ରଖି ବିଜେପି ରାଜ୍ୟରେ ମଙ୍ଗଳବାର ‘ମୋ ବୁଥ୍ କରୋନା ମୁକ୍ତ ଅଭିଯାନ’ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ବିଜେପି ଗରିବ ତଥା ଅଭାବୀ ଲୋକଙ୍କୁ ୬ କୋଟି ମାସ୍କ ବାଣ୍ଟିବାକୁ ଲକ୍ଷ୍ୟ ରଖିଛି। ଏଥି…