Browsing Tag

masood azhar admitted in hospital

ମସୁଦ ଆଝାରକୁ ନେଇ ପାକିସ୍ତାନର ଦୋମୁହାଁ ନୀତି , ଏବେ କହୁଛି ମାସୁଦର କିଡନୀ ଖରାପ

କେନ୍ୟୁଜ୍ : ପଦାକୁ ଆସୁଛି ପାକିସ୍ତାନର ଦୋମୁହାଁ ନୀତି । ଜୈଶ-ଏ- ମହମ୍ମଦର ମୁଖ୍ୟ ମସୁଦ ଆଝାରକୁ ନେଇ ବାରମ୍ବାର ବୟାନ ବଦଳାଉଥିବା ପାକିସ୍ତାନ ପୁଣି ନୂଆ ସୂଚନା ଦେଇଛି। ମାସୁଦର କିଡନୀ ଖରାପ ହୋଇ ଯାଇଥିବା ବେଳେ ତାର ଡାଏଲିସିସ ଚାଲିଥିବା ଜଣାପଡ଼ିଛି। ରାୱଲପିଣ୍ଡିର ଆର୍ମୀ ହସ୍‌ପିଟାଲରେ…