Browsing Tag

mass education department

ଗଣଶିକ୍ଷା ବିଭାଗରେ ଲାଗୁ ହେଲା ଏନଇପି ୨୦୨୦, ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର : ରାଜ୍ୟରେ ଲାଗୁହେଲା ଜାତୀୟ ଶିକ୍ଷାନୀତି-୨୦୨୦ ।  ବିଜ୍ଞପ୍ତି ପ୍ରକାଶ କଲା ଗଣଶିକ୍ଷା ବିଭାଗ ।  ୨୦୨୪-୨୫ ଶିକ୍ଷାବର୍ଷରୁ NEP ଲାଗୁ କରିବାକୁ ବିଜ୍ଞପ୍ତି ।  ରାଜ୍ୟର ଶିକ୍ଷାବ୍ୟବସ୍ଥକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଗଲା ।  ଖୁବ୍ ଶୀଘ୍ର ଏନେଇ ଆସିବ ଗାଇଡଲାଇନ । ନୂଆ…

ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି, ଏଣିକି ୬ ବର୍ଷରେ ବଦଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି। ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀ କାଯ୍ୟର୍ାଳୟରେ ୬ ବର୍ଷରୁ ଅଧିକ ସମୟ ରହିପାରିବେନି କର୍ମଚାରୀ। ଏଣିକି ଛଅ ବର୍ଷରୁ ଅଧିକ ସମୟ ବିଇଓ ଡିଇଓ କାର୍ଯ୍ୟାଳୟରେ ରହିପାରିବେନି ଅଧିକାରୀ। ଯେଉଁ କର୍ମଚାରୀମାନେ ଅଧିକ ସମୟ ଧରି…