Browsing Tag

mass marriage

ସାମୂହିକ ବିବାହରେ ବଣ୍ଟାଗଲା କଣ୍ଡୋମ୍‌ ଓ ଗର୍ଭନିରୋଧକ ବଟିକା, ବାହାଘର ପୂର୍ବରୁ ହୋଇଥିଲା ପ୍ରେଗ୍‌ନାନ୍ସି ଟେଷ୍ଟ୍‍

ମଧ୍ୟ ପ୍ରଦେଶର ଝାବୁଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଅଧୀନରେ ଏକ ଗଣବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ କନ୍ୟାମାନଙ୍କୁ ଦିଆଯାଇଥିବା ମେକ୍‌ଅପ କିଟ୍ ଭିତରେ କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକା ରଖାଯାଇଥିବା ଦେଖିବାକୁ…

ଦୀର୍ଘ ବର୍ଷ ପରେ ଶେଷରେ ସ୍ୱୀକୃତି ପାଇଲା ପ୍ରେମ, ଏକା ସଙ୍ଗେ ହେଲା ୨୫ ଯୋଡ଼ିଙ୍କ ବିବାହ

ଅଧୁନା ସମାଜରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ହେଲେ ପ୍ରତ୍ୟେକ ବରକନ୍ୟାଙ୍କ ପିତା ମାତାଙ୍କୁ ବହୁ ସମସ୍ୟା ଦେଇ ଗତି କରିବାକୁ ପଡ଼େ। ପ୍ରସ୍ତାବିତ ବିବାହ ଅପେକ୍ଷା ପ୍ରେମ ବିବାହରେ ଅଧିକ ଅସୁବିଧା ଦେଖାଦେଇଥାଏ। ବରର ପିତା ମାତା କେତେବେଳେ ଅରାଜି ତ କନ୍ୟା ପିତା ମାତା ଆଉ କେତେବେଳେ। ତେଣୁ…

କାଲି ହାତରେ ଥିଲା ବନ୍ଧୁକ ହେଲେ ଆଜି ବରମାଳା, ଭାଲେଣ୍ଟାଇନ ଡେ’ରେ ବିବାହ ବନ୍ଧନରେ ବାନ୍ଧି ହେଲେ ୧୫ ମାଓ ଯୋଡି

ଛତିଶଗଡ଼(କେ ନ୍ୟୁଜ): ଆଜିର ଦିନକୁ ସାରା ବିଶ୍ୱ ଭାଲାଣ୍ଟାଇନ ଡେ' ଭାବେ ପାଳନ କରିଥାଏ । ଭଲ ପାଇବା ବା ପ୍ରେମର ଦିନକୁ ଭଲାଣ୍ଟାଇନ ଦିନ ଭାବେ ବୁଝା ଯାଇଥାଏ। ଆଜିର ଦିନ ଦନ୍ତେୱାଡା ପୋଲିସ ପାଇଁ କିଛିଟା ଅଲଗା ଥିଲା । ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ…

ବାଲେଶ୍ବର: ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଲା ପରିବେଶ, ଗୋଟିଏ କି ଦୁଇଟି ନୁହେଁ ୭୧ ଯୋଡିଙ୍କ ହାତରେ ପଡିଲା…

ବାଲେଶ୍ବର(କେନ୍ୟୁଜ୍): ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଲା ପରିବେଶ । ଗୋଟିଏ କି ଦୁଇଟି ନୁହଁ ୭୧ ଯୋଡିଙ୍କ ହାତରେ ପଡିଲା ହାତଗଣ୍ଠି । ବାଲେଶ୍ୱର ଜିଲ୍ଲା ବାଳଗୋପାଳପୁର ସ୍ଥିତ ଇମାମୀ ଜଗନ୍ନାଥ ପରିସରରେ ଏଭଳି ଗଣ ବିବାହ ଅନୁଷ୍ଠିତ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୭୧ଟି…

ଗୋଟିଏ ସ୍ଥାନରେ ହିନ୍ଦୁ ଓ ମୁସଲିମ୍ ପରମ୍ପରାର ବିବାହ ଉତ୍ସବ

ବ୍ରହ୍ମପୁର ଖାଜା ସାହିରେ ଗୋଟିଏ ସ୍ଥାନରେ ହିନ୍ଦୁ ରୀତିନୀତି ସହ ମୁସଲିମ୍‌ ପରମ୍ପରାରେ ବିହାର ଉତ୍ସବ। ଗଞ୍ଜାମ ମୁସଲିମ୍‌ କଲଚୁରାଲ ଆସୋସିଏସନ ତରଫରୁ ଆୟୋଜିତ ହୋଇଛି ଗଣ ବିବାହ ବା ଗଣ ନିକାହ ଉତ୍ସବ। ଗରିବ ପରିବାର ୯ ମୁସଲିମ ଓ ୩ ହିନ୍ଦୁ ଯୁବତୀଙ୍କ ବିବାହ ଏକ ସଙ୍ଗରେ ଅନୁଷ୍ଠିତ ହୋଇଥିଲା…