Browsing Tag

massage on train

ରେଳଯାତ୍ରୀଙ୍କୁ ପ୍ରଥମ ଥର ପାଇଁ ଟ୍ରେନରେ ମିଳିବ ମସାଜ୍ ସେବା, ମାତ୍ର ଖର୍ଚ୍ଚ କରିବାକୁ ହେବ ୧୦୦ ଟଙ୍କା

ରେଳ ଯାତ୍ରୀଙ୍କୁ ଯାତ୍ରା ସମୟରେ ଏବେ ମସାଜର ସୁବିଧା ମିଳିବ। ଏଥିପାଇଁ ସେମାନଙ୍କୁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଅବଶ୍ୟ ଏହି ସୁବିଧାକୁ ସର୍ବପ୍ରଥମେ ପଶ୍ଚିମ ରେଲୱେର ରତଲାମ ମଣ୍ଡଳରେ ଆରମ୍ଭ କରାଯିବ। ଦେଶର ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି ଯେ ଆପଣ ଚଳନ୍ତା ଟ୍ରେନରେ ଆରାମରେ…