Browsing Tag

Massive fire

କଟକ ଦରଘା ବଜାରସ୍ଥିତ ସାରସ୍ୱତ ପ୍ରେସରେ ବଡ ଧରଣର ଅଗ୍ନିକାଣ୍ଡ

କଟକ: କଟକ ଦରଘା ବଜାରରେ ବଡ ଧରଣର ଅଗ୍ନିକାଣ୍ଡ। ସାରସ୍ୱତ ପ୍ରେସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏନେଇ ଖବର ପାଇବା ପରେ ଅଗ୍ନିଶମ ବାହିନୀର ୩ଟି ଗାଡି ଦ୍ୱାରା ନିଆଁ ଆୟତ୍ତ କରାଯିବାକୁ ଚେଷ୍ଟା ଚାଲିଛି। ଗତକାଲି ରାତି ୩ଟାରେ ନିଆଁ ଲାଗିଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ…

ବାସୁଦେବପୁର ପୌରପାଳିକାସ୍ଥିତ ମନ୍ଦାରୀ ପ୍ରବୋଧପୁରଠାରେ ଭୟାବହ ଅଗ୍ନିକାଣ୍ଡ, ୩ବଖରା ଘର ଜଳିଯିବା ସହ ଲକ୍ଷାଧିକ…

ବାସୁଦେବପୁର: ବାସୁଦେବପୁର ପୌରପାଳିକାସ୍ଥିତ ମନ୍ଦାରୀ ପ୍ରବୋଧପୁରଠାରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ୩ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଗାଁର କୈଳାଶ ଜେନାଙ୍କ ଘରେ ନିଆଁ ଲାଗି ଚାହୁଁ ଚାହୁଁ ସମଗ୍ର ଘରକୁ ବ୍ୟାପିଯାଇଥିଲା। ଫଳରେ କେବଳ…

ଇନ୍ଦୋର ବିଜୟ ନଗରର ଗୋଲଡେନ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

ଭୋପାଲ୍: ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ବିଜୟ ନଗରର ଗୋଲଡେନ ହୋଟେଲରେ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା ଗୋଲଡେନ ହୋଟେଲ। ନିଆଁ ଲାଗିବା ବେଳେ କିଛି ଲୋକ ହୋଟେଲ ମଧ୍ୟରେ ଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ଦ୍ୱାରା ସେମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ତେବେ କୌଣସି…