ରାଜ୍ୟର ୩ ପ୍ରମୁଖ ଶକ୍ତିପୀଠର ମାଷ୍ଟର ପ୍ଲାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
କେନ୍ୟୁଜ୍(ବ୍ୟୁରୋ): ପବିତ୍ର ଚୈତ୍ର ମାସରେ ରାଜ୍ୟର ୩ ପ୍ରମୁଖ ଶକ୍ତିପୀଠର ମାଷ୍ଟର ପ୍ଲାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ। ପୁରୀ କାକଟପୁରର ମାଆ ମଙ୍ଗଳା, ଖୋର୍ଦ୍ଧା ବାଣପୁରର ମାଆ ଭଗବତୀ ଓ ଭୁଷଣ୍ଡପୁରର ମାଆ ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନକୁ ଅନୁମୋଦନ କରାଯାଇଛି।ମାଆ ମଙ୍ଗଳାଙ୍କ…