ଖୁସି ଖବର! ଆଜିଠୁ ପୁଣିଥରେ ଆରମ୍ଭ ହେଲା ମାତା ବୈଷ୍ଣୋଦେବୀ ଯାତ୍ରା
ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ପୁଣିଥରେ ଖୋଲିଛି ମା’ଙ୍କ ଦ୍ୱାର। ଏବେ ମା’ଙ୍କୁ ଦର୍ଶନ କରିପାରିବେ ଭକ୍ତ। ଗତ କିଛି ଦିନ ହେଲା ଜମ୍ମୁ-କାଶ୍ମୀରରେ ପ୍ରବଳ ବରଫପାତ ଯୋଗୁ ଅବସ୍ଥା ଖରାପ ଥିଲା। ଏହା ଦ୍ୱାରା କାଶ୍ମୀର ଘାଟୀ ଓ ଜମ୍ମୁର…