ଚା ସହିତ ଖାଆନ୍ତୁ ମଟର କଚୁଡି, ସ୍ୱାଦ ଏମିତି ପାଇବେ ଡବଲ୍ ମଜା
ବର୍ଷା ପାଗରେ ଗରମ ଗରମ ଟିଫିନ୍ ଖାଇବାକୁ ଇଚ୍ଛା ହୋଇଥାଏ। ତାସହିତ କିଛି ଚଟପଟା ହେଲେ ତାର ମଜା ପୂରା ଅଲଗା ପ୍ରକାର ହୋଇଯିବ। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ମଟର କଚୁଡି ରେସିପି। ଯାହା ଖାଇବାକୁ କ୍ରିସପି ହେବା ସହିତ ବହୁତ ସ୍ୱାଦିଷ୍ଟ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ…