Browsing Tag

mathura programme

‘ଓମ୍‌ ଓ ଗାଈ ଶବ୍ଦ ଶୁଣିଲେ କିଛି ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି’ : ନରେନ୍ଦ୍ର ମୋଦି

ଓମ୍‌ ଓ ଗାଈ ଶବ୍ଦ ଶୁଣିଲେ କିଛି ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି। ଓମ୍‌ ଶବ୍ଦ ଶୁଣି ଭାବୁଛନ୍ତି ଦେଶ ଷୋଡଷ ଶତାବ୍ଦୀକୁ ଚାଲିଗଲା। ହେଲେ ଗ୍ରାମୀଣ ଅର୍ଥନୀତିରେ ଗାଈର ବଡ଼ ଭୂମିକା ରହିଛି। କେବଳ ଗାଈ ନୁହେଁ, ଭାରତୀୟ ଅର୍ଥନୀତିରେ ପରିବେଶ ଓ ଜୀବଜନ୍ତୁଙ୍କର ବଡ଼ ଭୂମିକା ରହିଛି ବୋଲି ମଥୁରାରେ…