ଅଫ୍ଲାଇନ୍ରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ
ଭୁବନେଶ୍ୱର(କେ ନ୍ୟୁଜ): ଅଫ୍ଲାଇନ୍ରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି | ଯେତେବେଳେ ବି ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ହେବ ଅଫ୍ଲାଇନ୍ରେ ଜରିଆରେ ପରୀକ୍ଷା କରାଯିବ । ଚଳିତ ବର୍ଷ ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ପରୀକ୍ଷା…