Browsing Tag

matric exam 2020

ଏଥର ବିଳମ୍ବ ହେବ ମାଟ୍ରିକ୍‌ ଓ ଯୁକ୍ତ ୨ ପରୀକ୍ଷା, ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ଡିସେମ୍ବର ୩୧ ପରେ…

ଭୁବନେଶ୍ବର: ଏଥର ବିଳମ୍ବରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା । ୩ ମାସ ପଠପଢା ପରେ ପରୀକ୍ଷା ବ୍ୟବସ୍ଥା କରାଯିବ । ଯଦି ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ହୁଏ ତେବେ ରାଜ୍ୟରେ ପରୀକ୍ଷା ବନ୍ଦ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ଭଦ୍ରକ: ମାଟ୍ରିକ ପରୀକ୍ଷା ଫଳାଫଳରେ ପଢୁଆଁ କୁମାରପୁର ଉଚ୍ଚ ବିଦ୍ୟାଳୟ ଛାତ୍ର ବିପ୍ଲବଜିତ ଜିଲ୍ଲା ଟପର

ଭଦ୍ରକ:  ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି । ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ପାସ ହାର ୭୫.୭୬ପ୍ରତିଶତ ଥିବା ନେଇ ରେକର୍ଡ ହୋଇଛି । ଜିଲ୍ଲାରୁ ୨୨୦୧୪ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ । ସେମଧ୍ୟରୁ ୧୬୬୮୫ଜଣ ଛାତ୍ରଛାତ୍ରୀ ପାଶ କରିଛନ୍ତି ।…

କନ୍ଧମାଳର ଟେକ ରଖିଲେ ଚାଷୀ ପରିବାରର ଝିଅ ମିନାକ୍ଷୀ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୨.୬୭ % ରଖି ହେଲେ ଜିଲ୍ଲାର…

ବାଲିଗୁଡା: କଥାରେ ଅଛି ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ l ଏହି କଥା କୁ ବୁଝିଛନ୍ତି ଜଣେ ଆଦିବାସୀ ଚାଷୀ ପରିବାରର ଝିଅ l କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏହି ଗରିବ ଚାଷୀ ପରିବାରର ଝିଅ ଟପ୍ପର ହୋଇଛନ୍ତି l କେ.ନୂଆଗାଁ ବ୍ଲକ ମହାଶିଙ୍ଘ ପଂଚାୟତର…

ଲକ୍‌ଡାଉନ ଉଠିବା ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତାଦେଖା, ଆଜିଠୁ ବୋର୍ଡର ବିଭିନ୍ନ ଜୋନ୍‌ କାର୍ଯ୍ୟାଳୟକୁ…

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଲକ୍‌ଡାଉନ ଉଠିବା ପରେ ଆରମ୍ଭ ହେବ। ଆଜିଠୁ ନବମ ଓ ଦଶମ ଶ୍ରେଣୀର ବହି ବୋର୍ଡର ବିଭିନ୍ନ ଜୋନ୍‌ କାର୍ଯ୍ୟାଳୟକୁ ପଠାଯିବା ଆରମ୍ଭ ହୋଇଛି। ଲକ୍‌ ଡାଉନ ଉଠିବା ପରେ ପରେ ବହି ବିକ୍ରି ଆରମ୍ଭ ହେବ। କଟକ,…

ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତା ଦେଖା, କରୋନା ଭୟ ଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ୱତନ୍ତ୍ର…

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତା ଦେଖା । ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ଖାତା ଦେଖିବା ପାଇଁ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ୧୬ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ । କରୋନା ଭୟ ଥିବାରୁ…

ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଭଙ୍ଗା ଯାଉଥିବାରୁ ସୁରକ୍ଷା ଉପରେ କଡା ଆଭିମୁଖ୍ୟ ଗ୍ରହଣ କଲା ମାଧ୍ୟମିକ…

ଭୁବନେଶ୍ବର: ବୋର୍ଡକୁ ମାଟ୍ରିକ୍‌ ପରୀକ୍ଷା ସୁପରିଚାଳନା ଚିନ୍ତା । ପରୀକ୍ଷା ବେଳେ କିପରି କପି ରୋକାଯାଇପାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଲଗାଯାଇଥିବା ସିସିଟିଭି ଜାଣିଶୁଣି ଭଙ୍ଗା ଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଆଗକୁ ଅନ୍ୟ ପରୀକ୍ଷା…

ରାତିରେ ପରୀକ୍ଷା ଦେଲେ ମାଟ୍ରିକ୍‌ ଛାତ୍ରଛାତ୍ରୀ, ଏମିତି ଭାବେ ଭୁଲକୁ ସଜାଡ଼ିଲେ ବୋର୍ଡ଼ କର୍ତ୍ତୃପକ୍ଷ

ବାରିପଦା : ରାତିରେ ପରୀକ୍ଷା ଦେଲେ ମାଟ୍ରିକ୍‌ ଛାତ୍ରଛାତ୍ରୀ । ମୟୂରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଳମ୍ବରେ ଆରମ୍ଭ ହୋଇଥିଲା ପରୀକ୍ଷା । ଗତକାଲି ଇଂରାଜୀ ପରୀକ୍ଷା ଥିବା ବେଳେ କିଛି ଇଂରାଜୀ ପ୍ରଶ୍ନପତ୍ର ପ୍ୟାକେଟ୍‌ରେ ସାହିତ୍ୟ…

ଭାଇରଲ ହୋଇନାହିଁ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର, ସୂଚନା ଦେଲେ ବୋର୍ଡ କର୍ତ୍ତୃପକ୍ଷ

ଆଜି ପରୀକ୍ଷା ପରେ ଆସିଥିଲା ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ। ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। କହିଛନ୍ତି, ଭାଇରାଲ ପ୍ରଶ୍ନପତ୍ର ସହ ଆଜିର ପ୍ରଶ୍ନପତ୍ରର ଗୋଟିଏ ବି ଶବ୍ଦ ମେଳ ଖାଉନାହିଁ। ସତ୍ୟାସତ୍ୟ ନଜାଣି ଗଣମାଧ୍ୟମ ଏଭଳି ଖବର ପ୍ରସାରଣ କରିବାରୁ ନିବୃତ୍ତ ରହିବାକୁ…

ଦଶମ ଶ୍ରେଣୀ ପରୀକ୍ଷା ପାଇଁ କନ୍ଧମାଳ ଜିଲ୍ଲାରେ ପ୍ରସ୍ତୁତି ଶେଷ, ୫୮ଟି କେନ୍ଦ୍ରରେ ୧୦,୪୬୬ଜଣ ପରୀକ୍ଷାର୍ଥୀ

ଦଶମ ଶ୍ରେଣୀ ପରୀକ୍ଷା ପାଇଁ କନ୍ଧମାଳ ଜିଲ୍ଲାରେ ପ୍ରସ୍ତୁତି ସରିଛି । ଜିଲ୍ଲାର ୫୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୧୦ ହଜାର ୪୬୬ଜଣ ପରୀକ୍ଷାର୍ଥୀ । କନ୍ଧମାଳର ୨୧ଟି ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି କ୍ୟାମେରା । ସୁରୁଖୁରୁରେ ପରୀକ୍ଷା ପରିଚାଳନା ସହ କପି ରୋକିବା ପାଇଁ…