matric exam 2020

ଏଥର ବିଳମ୍ବ ହେବ ମାଟ୍ରିକ୍‌ ଓ ଯୁକ୍ତ ୨ ପରୀକ୍ଷା, ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ଡିସେମ୍ବର ୩୧ ପରେ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି

ଭୁବନେଶ୍ବର: ଏଥର ବିଳମ୍ବରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା । ୩ ମାସ ପଠପଢା ପରେ ପରୀକ୍ଷା ବ୍ୟବସ୍ଥା କରାଯିବ । ଯଦି ସର୍ବଭାରତୀୟ…

4 years ago

ଭଦ୍ରକ: ମାଟ୍ରିକ ପରୀକ୍ଷା ଫଳାଫଳରେ ପଢୁଆଁ କୁମାରପୁର ଉଚ୍ଚ ବିଦ୍ୟାଳୟ ଛାତ୍ର ବିପ୍ଲବଜିତ ଜିଲ୍ଲା ଟପର

ଭଦ୍ରକ:  ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି । ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ପାସ ହାର ୭୫.୭୬ପ୍ରତିଶତ ଥିବା ନେଇ ରେକର୍ଡ…

4 years ago

କନ୍ଧମାଳର ଟେକ ରଖିଲେ ଚାଷୀ ପରିବାରର ଝିଅ ମିନାକ୍ଷୀ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୨.୬୭ % ରଖି ହେଲେ ଜିଲ୍ଲାର ଟପ୍ପର

ବାଲିଗୁଡା: କଥାରେ ଅଛି ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ l ଏହି କଥା କୁ ବୁଝିଛନ୍ତି ଜଣେ ଆଦିବାସୀ ଚାଷୀ ପରିବାରର ଝିଅ l…

4 years ago

ଲକ୍‌ଡାଉନ ଉଠିବା ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତାଦେଖା, ଆଜିଠୁ ବୋର୍ଡର ବିଭିନ୍ନ ଜୋନ୍‌ କାର୍ଯ୍ୟାଳୟକୁ ପଠାଯାଉଛି ୯ମ ଓ ଦଶମ ଶ୍ରେଣୀର ବହି

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଲକ୍‌ଡାଉନ ଉଠିବା ପରେ ଆରମ୍ଭ ହେବ। ଆଜିଠୁ ନବମ ଓ ଦଶମ ଶ୍ରେଣୀର ବହି…

4 years ago

ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତା ଦେଖା, କରୋନା ଭୟ ଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତା ଦେଖା । ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ଖାତା ଦେଖିବା ପାଇଁ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା…

4 years ago

ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଭଙ୍ଗା ଯାଉଥିବାରୁ ସୁରକ୍ଷା ଉପରେ କଡା ଆଭିମୁଖ୍ୟ ଗ୍ରହଣ କଲା ମାଧ୍ୟମିକ ଶିକ୍ଷା ପରିଷଦ, ଏପରି ଘଟଣା ଘଟିଲେ ଦାୟୀ ରହିବେ ସ୍କୁଲ କର୍ତ୍ତୃପକ୍ଷ

ଭୁବନେଶ୍ବର: ବୋର୍ଡକୁ ମାଟ୍ରିକ୍‌ ପରୀକ୍ଷା ସୁପରିଚାଳନା ଚିନ୍ତା । ପରୀକ୍ଷା ବେଳେ କିପରି କପି ରୋକାଯାଇପାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଲଗାଯାଇଥିବା…

4 years ago

ରାତିରେ ପରୀକ୍ଷା ଦେଲେ ମାଟ୍ରିକ୍‌ ଛାତ୍ରଛାତ୍ରୀ, ଏମିତି ଭାବେ ଭୁଲକୁ ସଜାଡ଼ିଲେ ବୋର୍ଡ଼ କର୍ତ୍ତୃପକ୍ଷ

ବାରିପଦା : ରାତିରେ ପରୀକ୍ଷା ଦେଲେ ମାଟ୍ରିକ୍‌ ଛାତ୍ରଛାତ୍ରୀ । ମୟୂରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଳମ୍ବରେ ଆରମ୍ଭ…

4 years ago

ଭାଇରଲ ହୋଇନାହିଁ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର, ସୂଚନା ଦେଲେ ବୋର୍ଡ କର୍ତ୍ତୃପକ୍ଷ

ଆଜି ପରୀକ୍ଷା ପରେ ଆସିଥିଲା ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ। ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। କହିଛନ୍ତି, ଭାଇରାଲ ପ୍ରଶ୍ନପତ୍ର ସହ ଆଜିର ପ୍ରଶ୍ନପତ୍ରର ଗୋଟିଏ…

4 years ago

ଦଶମ ଶ୍ରେଣୀ ପରୀକ୍ଷା ପାଇଁ କନ୍ଧମାଳ ଜିଲ୍ଲାରେ ପ୍ରସ୍ତୁତି ଶେଷ, ୫୮ଟି କେନ୍ଦ୍ରରେ ୧୦,୪୬୬ଜଣ ପରୀକ୍ଷାର୍ଥୀ

ଦଶମ ଶ୍ରେଣୀ ପରୀକ୍ଷା ପାଇଁ କନ୍ଧମାଳ ଜିଲ୍ଲାରେ ପ୍ରସ୍ତୁତି ସରିଛି । ଜିଲ୍ଲାର ୫୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୧୦ ହଜାର ୪୬୬ଜଣ ପରୀକ୍ଷାର୍ଥୀ ।…

4 years ago