Browsing Tag

matric examination

ଚଳିତ ବର୍ଷ ଆଗୁଆ ହେବ ମାଟ୍ରିକ ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା

କଟକ (କେନ୍ୟୁଜ): ଆଗୁଆ ହେବ ମାଟ୍ରିକ ପରୀକ୍ଷା। ଫେବ୍ରୁଆରୀ ୨୦ରେ ହେବ ୨୦୨୪ ମାଟ୍ରିକ EXAM। ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏକତ୍ରିତ ହେବ ହେବ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ।…

ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ସାଂଘାତିକ ତ୍ରୁଟି: ଛାତ୍ରୀଙ୍କ ଠାରୁ ଉତ୍ତର ଖାତା ନନେଇ, ପ୍ରଶ୍ନ ପତ୍ର ନେଇଗଲେ ସାର

ବାଲେଶ୍ୱର (କେନ୍ୟୁଜ): ଉତ୍ତର ଖାତା ନୁହେଁ, ପ୍ରଶ୍ନ ପତ୍ର ନେଇଗଲେ ସାର। ଏଭଳି ଆଶ୍ୟର୍ଯ୍ୟଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ଜାମୁଝାଡି ସ୍ଥିତ ଦାମୋଦର ହାଇସ୍କୁଲରେ। ଗତ ମାର୍ଚ୍ଚ ୨୦ ତାରିଖରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷା ଥିଲା। ପରୀକ୍ଷା ଶେଷ ପରେ…

ମାଟ୍ରିକ୍ ପାସ୍ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ରଖିଲେ ୭୨% ମାର୍କ; କହିଲେ ଆଗକୁ ଆହୁରି ପାଠପଢ଼ିବି

ଫୁଲବାଣୀ (କେନ୍ୟୁଜ): ଆଜି ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଘରେ ଖୁସିର ଲହରୀ । ବିଧାୟକ ୭୨ ପ୍ରତିଶତ ମାର୍କ ରଖି ମାଟ୍ରିକ ପାସ କରିଛନ୍ତି ।ସେ ଚଳିତ ୨୦୨୨ ଏସଆଇଓଏସରେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ଆଜି ତାଙ୍କ ରିଜଲ୍ଟ ବାହାରିଲାପରେ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି , ସେ ମୋଟ…

ବାଲେଶ୍ୱର ପାଉଁଶକୁଲି ରାଧାନାଥ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ନକଲି ପରୀକ୍ଷାର୍ଥୀ ଗିରଫ

ବାଲେଶ୍ୱର: ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ନକଲି ପରୀକ୍ଷାର୍ଥୀ ଗିରଫ । ବାଲେଶ୍ୱର ଜିଲ୍ଲା ସିଂଲା ଥାନାର ପାଉଁଶକୁଲି ରାଧାନାଥ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ଏହି ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି । ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଓ ଅବ୍‌ଜରଭର ନକଲି…