ଭାଇ ଭଉଣୀଙ୍କ ସଫଳତା ଦେଖି ପରିବାରରେ ଖେଳିଯାଇଛି ଆନନ୍ଦ
ଗଞ୍ଜାମ: ପ୍ରକାଶ ପାଇଛି ମ୍ୟାଟ୍ରିକ୍ ରେଜଲ୍ଟ । ପରିବାରରେ ଖେଳିଯାଇଛି ଖୁସିର ଲହରୀ । ବାପା, ମାଙ୍କ ଖୁସି ତ କହିଲେ ନସରେ । ଭାଇ ଭଉଣୀଙ୍କ ସଫଳତା ଦେଖି ବାପାଙ୍କ ଛାତି କୁଣ୍ଢେମୋଟ ହେଉଥିବା ବେଳେ ଖୁସିରେ ମା’ର ପାଦ ମଧ୍ୟ ତଳେ ଲାଗୁନି । କେଡ଼େ ଶ୍ରଦ୍ଧାରେ ନିଜ ହାତରେ ପୁଅ ଝିଅଙ୍କୁ ମିଠା…