Browsing Tag

matric summative exam

ଶେଷ ହେଲା ମାଟ୍ରିକ ସମେଟିଭ-୧ ପରୀକ୍ଷା, ଡିସେମ୍ବର ୯ରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର(କେନ୍ୟୁଜ୍): ଶେଷ ହେଲା ମାଟ୍ରିକ ସମେଟିଭ-୧ ପରୀକ୍ଷା। ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ ପ୍ରକ୍ରିୟା। ପ୍ରାୟ ୧୨ ହଜାର ୨୫୦ ଜଣ ଶିକ୍ଷକ ପରୀକ୍ଷା ଖାତା ମୂଲ୍ୟାୟନ କରିବେ। ୫୬ଟି କେନ୍ଦ୍ରରେ ଖାତା ଦେଖାଯିବ। ୧୦ ଦିନ ଧରି ଚାଲିବ ପରୀକ୍ଷା ଖାତା ମୂଲ୍ୟାୟନ। ସକାଳ…

ଚାଲିଛି ମାଟ୍ରିକ ସମେଟିଭ୍‌-୧ ଟେଷ୍ଟ: ରାଜ୍ୟରେ ମୋଟ୍‌ ୫ ଲକ୍ଷ ୪୨ହଜାର ୮୦୭ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସମେଟିଭ୍‌-୧ ପରୀକ୍ଷା । ରାଜ୍ୟରେ ମୋଟ୍‌ ୫ ଲକ୍ଷ ୪୨ହଜାର ୮୦୭ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ବୋର୍ଡ ପକ୍ଷରୁ ୩ହଜାର ୨୯ଟି ପରୀକ୍ଷା କେନ୍ଦ୍ର…

ଶେଷ ହେଲା ମାଟ୍ରିକ ଛାତ୍ର ଛାତ୍ରୀଙ୍କ ସମେଟିଭ ଟୁ ପରୀକ୍ଷାର ଖାତା ଦେଖା, ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ରେଜଲ୍ଟ

କଟକ(କେନ୍ୟୁଜ୍‌): ଶେଷ ହେଲା ମାଟ୍ରିକ ଛାତ୍ର ଛାତ୍ରୀଙ୍କ ସମେଟିଭ ଟୁ ପରୀକ୍ଷାର ଖାତା ଦେଖା। ମେ ୨୧ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଖାତା ଦେଖା ଚାଲିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ୧୨ ହଜାରରୁ ଉର୍ଦ୍ଧ୍ଵ ଶିକ୍ଷକ…

ଆସନ୍ତାକାଲିଠୁ ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା, ୫୦ ମାର୍କର ଓଏମଆରସିଟ୍‌ରେ ହେବ ଟେଷ୍ଟ୍

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତା ୫ରୁ ଅର୍ଥାତ୍ ଆସନ୍ତାକାଲିଠୁ ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା । ପ୍ରଥମଥର ପାଇଁ ବୋର୍ଡ ପରୀକ୍ଷା ପୂର୍ବରୁ ସମ୍ପୂର୍ଣ୍ଣ ବୋର୍ଡ ଢାଞ୍ଚାରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରତି ବିଷୟରେ ୫୦ ନମ୍ବର ସହ ୬ଟି ବିଷୟରେ ୩୦୦ ନମ୍ବର ପରୀକ୍ଷା ହେବ ।…