Browsing Tag

matrimonial site

ମାଟ୍ରିମୋନିଆଲ ସାଇଟରେ ନିଜକୁ ନୌସେନା ଅଧିକାରୀ କହି ଯୁବତୀଙ୍କୁ କରିଥିଲା ବ୍ଲାକମେଲ, ଏବେ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ବିବାହ ପାଇଁ ମାଟ୍ରିମୋନିଆଲ ସାଇଟ୍ ରେ ବର ଖୋଜୁଛନ୍ତି କି? ସୁନ୍ଦର ଯୁବକଙ୍କ ଫଟୋ ଦେଖି ଚାଟିଂ କରୁଛନ୍ତି କି ? ମିଠା ମିଠା କଥାରେ ସାତ ଜନ୍ମର ସାଥୀ ପାଇଁ ସ୍ୱପ୍ନ ଦେଖୁଛନ୍ତି କି ? ଯଦି ହଁ, ତାହେଲେ ସାବଧାନ ହୋଇଯାଆନ୍ତୁ । କାରଣ ମିଛ ସୂଚନା ଦେଇ ଲୋକଙ୍କୁ…

Matrimonial ସାଇଡରୁ ବିବାହ କରି ୮ ଲକ୍ଷ ଟଙ୍କାର ଲାଗିଲା ଚୂନା, ଜାଣନ୍ତୁ ପରର ଘଟଣା

ମଡର୍ଣ୍ଣ ଯୁଗରେ ବିବାହ ହେବାରେ ବିଳମ୍ବ ହେଲେ, ଉପଯୁକ୍ତ ଜୀବନ ସାଥି ନ ମିଳିଲେ ପ୍ରାୟତଃ ସମସ୍ତେ ମାଟ୍ରିମୋନିଆଲ ସାଇଡକୁ ନିର୍ଭର କରିଥାନ୍ତି । ଉପଯୁକ୍ତ ଜୀବନ ସାଥି ପାଇଁ ନିଜର ସମସ୍ତ ତଥ୍ୟ ଦେଇଥାନ୍ତି । କିନ୍ତୁ ଏହି ସାଇଡରୁ ଠିକ ହେଉଥିବା ବିବାହ ଅନେକଙ୍କ ପାଇଁ ଏବେ କାଳ ସାଜୁଛି ।…

ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ମହିଳାଙ୍କଠୁ ଠକିନେଲେ ୩୭ ଲକ୍ଷ, ଦିଲ୍ଲୀରୁ ୨ ଆଫ୍ରିକୀୟଙ୍କୁ ଗିରଫ କଲା ସାଇବର…

ଗୋଆ ଏବଂ ଦିଲ୍ଲୀ ପୋଲିସର ସାଇବର ଅପରାଧ ଅଧିକାରୀମାନଙ୍କର ଏକ ଟିମ୍‌ ମଙ୍ଗଳବାର ଦିଲ୍ଲୀରୁ ୨ ଆଫ୍ରିକୀୟଙ୍କୁ ଗିରଫ କରିଛି। ସେମାନେ ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ଗୋଆର ଜଣେ ମହିଳାଙ୍କୁ ୩୭ ଲକ୍ଷ ଟଙ୍କାର ଚୂନ ଲଗାଇ ଦେଇଛନ୍ତି। ପୋଲିସର ବୟାନ ମୁତାବକ, ପୀଡ଼ିତା ମହିଳା ଜଣକ ଏ ନେଇ ସାଇବର…

ମ୍ୟାଟ୍ରିମୋନିଆଲ ସାଇଟ ସାଦି ଡଟ କମରେ ଆସିଲା ଜାତିଗତ ଭେଦଭାବର ଆରୋପ, ଏହି ଦେଶରେ ଲାଗିଲା ବିବାଦ

ଭାରତର ଏକ ପ୍ରମୁଖ ବିବାହ ସାଇଟ ସାଦି ଡଟ କମରେ ଅନୁସୂଚିତ ଜାତି ସମୁଦାୟର ଭେଦଭାବକୁ ନେଇ ବ୍ରିଟେନରେ ବିବାଦ ସୃଷ୍ଟି ହୋଇଛି । ଏହି ୱେବସାଇଟ ବ୍ରିଟେନରେ ଭାରତୀୟ ମାନଙ୍କ ପାଇଁ ଜୀବନସାଥୀ ବାଛିବା ପାଇଁ ସବୁଠାରୁ ବଡ଼ ମାଧ୍ୟମ । ତେବେ ବର୍ତ୍ତମାନ ଏହା ଉପରେ SC ସମୁଦାୟରୁ ଭେଦଭାବର ଆରୋପ…