Browsing Tag

mayurbhanj

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ

ଭୁବନେଶ୍ବର: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ । ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଦୋକାନ ବଜାର ସ୍କୁଲ୍ କଲେଜ୍ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ପିକେଟିଂ…

ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣା : ପୋଲିସ-ଜନତା ମୁହାଁମୁହିଁ, ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ…

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର କାକବନ୍ଧ ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସ-ଜନତା ମୁହାଁମୁହିଁ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସର ଲାଠି ଚାଳନା। ବିକ୍ଷୋଭ କାରୀଙ୍କ ଢେଲା ମାଡରେ ରାସଗୋବିନ୍ଦପୁର ଆଇଆଇସିଙ୍କ ସମେତ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଗତକାଲି…

ଖଜୁରୀ ଗଛରେ ଚଢ଼ି ପୂଜା କରିବା ହେଲା କାଳ, ୨୦ ଫୁଟ ତଳକୁ ଖସି ଯୁବକ ମୃତ

ମୟୂରଭଞ୍ଜ: ଖଜୁରୀ ଗଛରେ ଚଢ଼ି ପୂଜା କରିବା ହେଲା କାଳ । ୨୦ ଫୁଟ ତଳକୁ ଖସିପଡ଼ି ଯୁବକ ମୃତ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଞ୍ଚାୟତରେ ଅଘଟଣ । ମୃତକ ଏମପିଭି ୩୬ ଗାଁର ଜଗଦୀଶ ସାନା । ଗାଁରେ ବାଙ୍ଗୀୟ ସମ୍ପ୍ରଦାୟ ପକ୍ଷରୁ ଚଡକ ପୂଜା ଚାଲିଥିବା ବେଳେ ପୂଜା ପାଇଁ ଏମଭି…

ନାବାଳକ ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତା ଅବରୋଧ

ମୟୂରଭଞ୍ଜ: ମେଡିକାଲରେ ମୃତଦେହ ରଖି ବିକ୍ଷୋଭ । ଜଣେ ପଞ୍ଚମ ଶ୍ରେଣୀଙ୍କ ମୃତ୍ୟୁ ଘଟଣାରେ ବିକ୍ଷୋଭ । ମୟୂରଭଞ୍ଜ ରାସଗୋବିନ୍ଦପୁର କାକାବନ୍ଧ ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିଲେ ପିଲା । ବାରିପଦା ପିଆରଏମରେ ଚିକିତ୍ସାଧିନ ଅବସ୍ଥାରେ ପଞ୍ଚମ ଶ୍ରେଣୀ ଛାତ୍ରୀ ରୂପାଲି…

 ହରି ହରେଶ୍ୱର ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟ, କଳାକନା ବୁଲାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ମୟୂରଭଞ୍ଜ : ମନ୍ଦିରରେ ଦୁର୍ବୃତ୍ତ ବୁଲାଇଲେ କଳାକନା । ଲୁଟିନେଲେ ଠାକୁରଙ୍କ ଅଳଙ୍କାର ଏବଂ ନଗଦ ଟଙ୍କା। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୨ ନମ୍ବର ୱାର୍ଡରେ ଥିବା ହରି ହରେଶ୍ୱର ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ମନ୍ଦିର ପଛ ପାଖ ଗେଟ…

ଗାଁ ପାଖରେ ଶହେ ହାତୀ, ଭୟଭୀତ ଅବସ୍ଥାରେ ଗାଁ ଲୋକ

ମୟୂରଭଞ୍ଜ : ଗାଁ ପାଖରେ ଶହେ ହାତୀ । ଲୋକେ ଭୟଭୀତ । ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା ଓ ରାସଗୋବିନ୍ଦପୁର ହାତୀ ଆତଙ୍କ । ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକିଚୁଆ ଜଙ୍ଗଲରେ ୩୪ଟି ଶିମିଳିପାଳ ହାତୀ । ଏଣେ ଶୁଳିଆପଦାରେ ଶତାଧିକ ହାତୀ । ବିରାଟ ହାତୀ ପଲଙ୍କୁ ଦେଖି ଶୁଳିପଦା ଲୋକେ…

ମୟୂରଭଞ୍ଜରେ ହାତୀ ଆକ୍ରମଣ, ଜଣେ ମୃତ

ମୟୂରଭଞ୍ଜ: ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜ - ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜର ସାରୁମୁଳା ଭଦ୍ରାଶୁଳ ଗାଁରେ ଅଘଟଣ । ମୃତକ ହେଲେ ଭଦ୍ରାଶୁଳ ଗାଁର ୩୫ ବର୍ଷୀୟ ଯୁବକ ରଘୁ ମାର୍ଣ୍ଡି । ଆଜି ଭୋର ସମୟରେ ସେ ଶୌଚ ପାଇଁ ଯାଉଥିବା ବେଳେ ଦନ୍ତାହାତୀ ଆକ୍ରମଣରେ…

ମୟୂରଭଞ୍ଜରେ ଧରାପଡ଼ିଲା ଡକାୟତି ଗ୍ୟାଙ୍ଗ, ୮ ଅଭିଯୁକ୍ତ ଗିରଫ ଓ ବିଭିନ୍ନ ମାରଣାସ୍ତ୍ର ଜବତ

ମୟୂରଭଞ୍ଜ : ମୟୂରଭଞ୍ଜରେ ଧରାପଡ଼ିଲା ଡକାୟତି ଗ୍ୟାଙ୍ଗ । ୮ ଅଭିଯୁକ୍ତ ଗିରଫ, ଚୋରା ସମଗ୍ରୀ ଓ ବିଭିନ୍ନ ମାରଣାସ୍ତ୍ର ଜବତ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଖୁଣ୍ଟାପୁର ଗାଁରେ ଗତ ୧୦ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଚିନ୍ମୟ ମିଶ୍ରଙ୍କ ଘରକୁ ୮ ଜଣ ଅଜଣା ଦୁର୍ବୃତ୍ତ ପଶିଥିଲେ ।…

ରାଜରାସ୍ତାରେ ଗର୍ଜିଲା ଭଞ୍ଜସେନା, ମାଗିଲା ରୋଜଗାର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ବେକାରୀ ସମସ୍ୟାକୁ ନେଇ ରାଜରାସ୍ତାରେ ଗର୍ଜିଲା ଯୁବଛାତ୍ର ସଂଗଠନ ଭଞ୍ଜସେନା । ରୋଜଗାର ଦିଅ ନାରା ଦେଇ ବାରିପଦା ମଧୁବନ ଠାରୁ ବିଶାଳ ଶୋଭାଯତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି ସଂଗଠନ । …

ଜଳିଗଲା ବ୍ୟାଟେରୀ ଗାଡ଼ି ଶୋ’ରୁମ୍, ୩୦ରୁ ଅଧିକ ଗାଡ଼ି ପୋଡ଼ିପାଉଁଶ

ମୟୁରଭଞ୍ଜ: ବାରିପଦାରେ ଜଳିଗଲା ବ୍ୟାଟେରୀ ଗାଡ଼ି ଶୋ'ରୁମ୍ ।  ଗତକାଲି ବିଳମ୍ବିତ ରାତିରେ ବାରିପଦା ଦାରୋଗାଡାହି ସ୍ଥିତ ବ୍ୟାଟେରୀ ଗାଡ଼ି ଶୋ'ରୁମ୍ ରେ ଘଟିଛି ଏ ଭୟାବହ ଅଗ୍ନିକାଣ୍ଡ ।  ନିଆଁ ଲାଗି ୩୦ରୁ ଅଧିକ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ…

ପର୍ଯ୍ୟଟକ ନିରାଶ, ରାସ୍ତା ମରାମତି ହୋଇ ନଥିବାରୁ ପର୍ଯ୍ୟଟକ ଅସନ୍ତୋଷ

ମୟୂରଭଞ୍ଜ : ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମୟୂରଭଞ୍ଜ ଜିଲ୍ଲାରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼। ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ମାତ୍ର ଆସୁସଙ୍ଗିକ ସୁବିଧା ସୁଯୋଗ ଅଭାବରୁ ଅନେକ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି । Also…

ଅଜାଙ୍କ କଳା କାରନାମା, ବିସ୍କୁଟ ଲୋଭ ଦେଖାଇ କଲା ଦୁଷ୍କର୍ମ

ମୟୁରଭଞ୍ଜ  : ବିସ୍କୁଟ ଦେବାର ଲୋଭ ଦେଖାଇ ଦୁଷ୍କର୍ମ କଲା ସମ୍ପର୍କୀୟ ଅଜା । ବାରିପଦା ସଦର ଥାନା ଅଞ୍ଚଳ ରେ ଅଭାବନୀୟ ଘଟଣା । ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ନାବାଳିକାକୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଜଣକ ବାରିପଦା ସଦର ଥାନା…