ଋଣ ନେଇ ଆରମ୍ଭ କରିଥିଲେ ଖଲି ଦନା ତିଆରି, ଆଜି ତାକୁ ବିକ୍ରି କରି ରୋଜଗାରକ୍ଷମ ହୋଇଛନ୍ତି ମହିଳା
ମଣଦା ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଦ୍ୱାରା ଚଳିତବର୍ଷ ପ୍ରଥମ ଖଲି ଦନା, ସ୍ଵୟଂ ସହାୟିକାଙ୍କ ଦ୍ବାରା ବିକ୍ରୟ ଆରମ୍ଭ ହୋଇଛି । ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବପ୍ରସାଦ ରଥଙ୍କ ମାର୍ଗଦର୍ଶନ ଏବଂ ଏସିଏଫ ଧରିତ୍ରୀ ମୁର୍ମୁଙ୍କ ତତ୍ତ୍ଵାବଧାନରେ ସଂଯୋଜକ ବିଜୟ କେତନ ବିଶ୍ୱାଳଙ୍କ…