Browsing Tag

mayurbhanj news

ଋଣ ନେଇ ଆରମ୍ଭ କରିଥିଲେ ଖଲି ଦନା ତିଆରି, ଆଜି ତାକୁ ବିକ୍ରି କରି ରୋଜଗାରକ୍ଷମ ହୋଇଛନ୍ତି ମହିଳା

ମଣଦା ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଦ୍ୱାରା ଚଳିତବର୍ଷ ପ୍ରଥମ ଖଲି ଦନା, ସ୍ଵୟଂ ସହାୟିକାଙ୍କ ଦ୍ବାରା ବିକ୍ରୟ ଆରମ୍ଭ ହୋଇଛି । ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବପ୍ରସାଦ ରଥଙ୍କ ମାର୍ଗଦର୍ଶନ ଏବଂ ଏସିଏଫ ଧରିତ୍ରୀ ମୁର୍ମୁଙ୍କ ତତ୍ତ୍ଵାବଧାନରେ ସଂଯୋଜକ ବିଜୟ କେତନ ବିଶ୍ୱାଳଙ୍କ…

ମୟୁରଭଞ୍ଜ ଯଶିପୁର ଠାରେ ସ୍ୱର୍ଣ୍ଣ ଜୟନ୍ତୀ ପାଳନ, ଜାଣନ୍ତୁ ଆଜି ଦିନର ମହତ୍ତ୍ବ

କରଞ୍ଜିଆ(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲାରେ ପାଳନ ହୋଇଯାଇଛି ସ୍ୱର୍ଣ୍ଣ ଜୟନ୍ତୀ। ସୂଚନା ମୁତାବକ, ୧୯୭୧ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ। ପୂର୍ବ ପାକିସ୍ତାନର ଗଙ୍ଗା ସାଗରରେ ଠିକ୍ ଆଜିର ଦିନରେ ଏହି ଯୁଦ୍ଧ ହୋଇଥିଲା । ସେହି ସମୟ ଯେମିତି ଲୋମହର୍ଷଣକାରୀ ଥିଲା…

ମୟୁରଭଞ୍ଜ ଧାନଷୋଳ ଲୋଧାସାହିରେ ଅଭାବନୀୟ ଘଟଣା: ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଧାନଷୋଳ ଲୋଧାସାହିରେ ଅଭାବନୀୟ ଘଟଣା। ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ଆଜି ସକାଳେ ଲୋଧାସାହିର ଦୁଇ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ…

ତିନି ଝିଅଙ୍କ ଆଖି ସାମ୍ନାରେ ଝୁଲୁଛି ବାପାଙ୍କ ଶବ

ବାରିପଦା (କେନ୍ୟୁଜ) : କିଛି ବୁଝିପାରୁନାହାଁନ୍ତି ଏହି ୩ ଭଉଣୀ। କଣ ହେଇଗଲା ଏମିତି ହଠାତ୍‌। ଆମେ ଏବେ କେମିତି ବଞ୍ଚିବୁ। ମା ତ ପଳାଇଥିଲା ଆଉ ଏବେ ବାପା ଏମିତି ଆମକୁ ଛାଡି ଚାଲିଗଲେ। ଏବେ ଆମେ କଣ କରିବୁ, କେଉଁଠି ରହିବୁ, ଖାଇବୁ କଣ ବଞ୍ଚିବୁ କେମିତି? ଏମିତି କେତେ କଣ ଭାବି ଭୋ ଭୋ ହୋଇ…

କପର ତାର ଚୋରି କରୁଥିବା ସମୟରେ ଖୁଣ୍ଟରୁ ଖସି ଯୁବକ ମୃତ, ବାରିପଦା ୱଲିଗଞ୍ଜ ରେଳଧାରଣାରେ ପଡିଛି ମୃତଦେହ

ମୟୁରଭଞ୍ଜ: ତାର ଚୋରି ହେଲା କାଳ। ରେଳ ବିଭାଗ ପକ୍ଷରୁ ନୂତନ ବିଦ୍ୟୁତ୍‌ କରଣ ପାଇଁ ଚାଲିଥିବା କପର ତାର ଚୋରି କରୁଥିବା ସମୟରେ ଖୁଣ୍ଟରୁ ଖସି ଯୁବକ ମୃତ। ବାରିପଦା ୱଲିଗଞ୍ଜ ସ୍ଥିତ ରେଳଧାରଣାରେ ପଡିଛି ମୃତଦେହ। ମୃତ ଯୁବକ ଜଣକ ବାରିପଦା ବିଜୟଚନ୍ଦ୍ରପୁର ଅ଼ଚଳର ଚନ୍ଦନ ସରକାର। ଗତକାଲି…

ଭିଜିଲାନ୍ସ ଜାଲରେ ମୟୁରଭଞ୍ଜ ଜିଲ୍ଲାର ମତ୍ସ୍ୟ ଅଧିକାରୀ, ୧ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ

ମୟୁରଭଞ୍ଜ: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଏକ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଇ ମୟୁରଭଞ୍ଜ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର ଘଡେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲାର ମତ୍ସ୍ୟ ଚାଷୀ ଦୁର୍ଜତୀ ଦାସଙ୍କୁ ସବସିଡି ରିଲିଜ କରିବାକୁ ଲାଞ୍ଚ ନେଉଥିଲେ…

ଜଳଚକ୍ରି କରି ରାତାରାତି ଚର୍ଚ୍ଚିତ ହେଲେ ମୟୁରଭଞ୍ଜ ବଡାମତଳିଆର ମହୁର ଟିପିରିଆ, ପୁରସ୍କୃତ କରିବା ପାଇଁ ଘୋଷଣା କଲେ…

କରଞ୍ଜିଆ: ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ । ଖାଲି ଜଣେ ପାଠ ପଢିଲେ ଯେ କିଛି କରି ଦେଖାଇବ ତାହା ନୁହେଁ । ନିଜ ଭିତରେ ସେତିକି ଆତ୍ମବିଶ୍ବାସ ଥିବା ନିହାତୀ ଆବଶ୍ଯବ। ଏମିତି ଏକ ବ୍ଯକ୍ତି ବିଶେଷଙ୍କ ବିଷୟରେ ଆପଣଙ୍କୁ ଆମେ ଜଣାଇଥିଲୁ ।  ସେ ଦ୍ଵିତୀୟ ଶେଣୀ ପାଠ ପଢ଼ିଛନ୍ତି କିନ୍ତୁ ବଡ଼ ବଡ଼…

ମୟୁରଭଞ୍ଜ ବେହେରା ସାହିରେ ଅଭାବନୀୟ ଘଟଣା: ଘରଠାରୁ ୫୦୦ ମିଟର ଦୂରରେ ମିଳିଲା ମହିଳାଙ୍କ ମୃତଦେହ, ସ୍ବାମୀ ଅଟକ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡା ବେହେରା ସାହିରେ ଏକ ମହିଳାଙ୍କୁ ବୀଭତ୍ସ ହତ୍ୟା । ଗତକାଲି ରାତିରେ ମହିଳଙ୍କୁ ହତ୍ୟା କରାଯାଇଥିବାର ଅନୁମାନ କରାଯାଉଛି । ମୃତ ମହିଳାଙ୍କ ନାଁ ହେଉଛି ଚକ ମାରାଣ୍ଡି । ତାଙ୍କ ସ୍ବାମୀ ଘାସିରାମ ମାରାଣ୍ଡି । ତେବେ ଏହି…

ମୟୁରଭଞ୍ଜ ଚଢେଇଭୋଳ ନିକଟରୁ ଏକ ଘରୋଇ ବସ୍ ଭିତରୁ ୩୫ କେଜି ଗଞ୍ଜେଇ ଜବତ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ଚଢେଇଭୋଳ ନିକଟରୁ ଏକ ଘରୋଇ ବସରୁ ୩୫ କେଜି ଗଞ୍ଜେଇ ଜବତ କରାଯାଇଛି । କରଞ୍ଜିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କେନ୍ଦୁଝରରୁ କଲକତା ଆସୁଥିବା ବସ ଗୁଡିକ ଯାଞ୍ଚ କରିଥିଲେ । ବିଳମ୍ବିତ ରାତିରେ ଯାଞ୍ଚ ସମୟରେ ୭ଟି ଗଜେଇ…

ମୟୂରଭଞ୍ଜ ବେଲଡୁଙ୍ଗୁରି ଗାଁରେ ଅଭାବନୀୟ ଘଟଣା, ୫ ବର୍ଷର ପୁଅକୁ କଚାଡି ମାରିଦେଲା ବାପା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ବେଲଡୁଙ୍ଗୁରି ଗାଁରେ ୫ ବର୍ଷର ପୁଅକୁ କଚାଡି ମାରିଲା ବାପା । ଗତକାଲି ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ବାପା ଚେପ ଦେହୁରୀ ନିଜର ହିତାହିତ ଜ୍ଞାନ ହରାଇ ବସିଲା । ଯାହାପରେ ନିଜ ପୁଅକୁ କଚାଡି…

ଯୁବକଙ୍କୁ ବନ ବିଭାଗ କର୍ମଚାରୀ ପିଟି ପିଟି ମାରି ଦେଇଥିବା ଅଭିଯୋଗ, କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ

ମୟୂରଭଞ୍ଜ : ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ବିରୋଧ । ଯୁବକଙ୍କୁ ବନ ବିଭାଗ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ କପ୍ତିପଦା ରେଞ୍ଜ ପୋଡାଡିହା ବନ କର୍ମଚାରୀଙ୍କ ନାଁରେ ଏପରି ଅଭିଯୋଗ ଆସିଛି । ମୃତକ ହେଉଛନ୍ତି ଗଜେନ୍ଦ୍ର ନାଏକ । କଟକ ଡାକ୍ତରଖାନାରେ…

ମୟୁରଭଞ୍ଜ: ଫୁଲ ତୋଳିବାକୁ ଯାଇଥିବାବେଳେ ବୃଦ୍ଧାଙ୍କୁ ଦଳିଦେଲା ହାତୀ

ମୟୁରଭଞ୍ଜ: ଦଳିଦେଲା ଦନ୍ତା। ହାତୀ ଆକ୍ରମଣରେ ମୟୁରଭଞ୍ଜ ମୋରଡ଼ା ଥାନା ପଳାଶମୁଣ୍ଡଳୀ ଗାଁର ସୁଭଦ୍ରା ରଣା ମୃତ। ସୁଭଦ୍ରା ଫୁଲ ତୋଳିବାକୁ ଯାଇଥିବାବେଳେ ହାତୀ ଶୁଣ୍ଡରେ ଟେକିଦେଇ କଚାଡି ଦେଇଥିଲା। ଫଳରେ ଘଟମାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି।…