Odisha News
.
Browsing Tag

mayurbhanj

ମୟୂରଭଞ୍ଜ କରଞ୍ଜିଆ ଉପଖଣ୍ଡରେ ଥମୁନି ହାତୀ ଆତଙ୍କ, ଗାଁ ଗାଁରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି ବଣୁଆ ହାତୀ

ମୟୂରଭଞ୍ଜ(କେନ୍ୟୁଜ୍):  କରଞ୍ଜିଆ ଉପଖଣ୍ଡରେ ଥମୁନି ହାତୀ ଆତଙ୍କ। ଗତକାଲିଠାରୁ ପୁଣି ଉତ୍ପାତ ଚଳାଇଛନ୍ତି ୨୨ଟିକିଆ ହାତୀପଲ। ଗାଁ ଗାଁରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି ବଣୁଆ ହାତୀ । କରଞ୍ଜିଆ ଓ ସୁକୃଳିରେ ପଶି ଫସଲ ଜମି ନଷ୍ଟ କରିବା ସହ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି। ଫଳରେ ଲୋକେ…

ମୟୂରଭଞ୍ଜ: ଦିନ ଦ୍ୱିପହରରେ ଗୁଳି ଫୁଟାଇ ଗହଣା ଦୋକାନରୁ ଲୁଟିବାକୁ କରୁଥିଲେ ଉଦ୍ୟମ, ଲୋକେ ଦେଲେ ଉତ୍ତମ ମଧ୍ୟମ

ମୟୂରଭଞ୍ଜ(କେନ୍ୟୁଜ୍):   ଅଶାନ୍ତ ମୟୂରଭଞ୍ଜ । ଦିନ ଦ୍ୱିପହରରେ ଗୁଳି ଫୁଟାଇ ଗହଳା ଦୋକାନରୁ ଲୁଟିନେଲେ ଦୁର୍ବୃତ୍ତ । ଲୁଟ କରି ଖସି ପଳାଉଥିବା ବେଳେ ୩ ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରିବା ସହ ନିସ୍ତୁକ ମାଡ ମାରିଛନ୍ତି । ତେବେ ଘଟଣା ସ୍ଥଳରୁ ଅନ୍ୟ ୩ ଲୁଟେରା ଫେରାର ହୋଇଛନ୍ତି ।…

ପରମ୍ପରା ଆଗରେ ହାରମାନିଛି ପ୍ରଶାସନ, କରଞ୍ଜିଆ ବିଶିପୁର ଗାଁ ମା’ ସାହାଡ଼ା ସୁନ୍ଦରୀଙ୍କ ପୂଜାରେ ପଡ଼ିଲା ପଶୁପକ୍ଷୀ ବଳି

କରଞ୍ଜିଆ(କେନ୍ୟୁଜ୍):  କରଞ୍ଜିଆ ବିଶିପୁର ଗାଁ ମା’ ସାହାଡ଼ା ସୁନ୍ଦରୀଙ୍କ ପୂଜାରେ ପଡ଼ିଲା ପଶୁପକ୍ଷୀ ବଳି । ଶିମିଳିପାଳ ପାଦଦେଶରେ ପୂଜା ପାଉଛନ୍ତି ସାହାଡ଼ା ସୁନ୍ଦରୀ । ପ୍ରତିବର୍ଷ କେବଳ କୁମାରପୂର୍ଣ୍ଣିମାରେ ଏଠାରେ ମାଆଙ୍କ ପୂଜାର୍ଚ୍ଚନା ହୋଇଥାଏ । ଆଜି ଏଠାରେ ପଡ଼ିଛି ଶହ ଶହ ବୋଦା ଓ…

ମୟୂରଭଞ୍ଜ: କପ୍ତିପଦାରେ ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର ଘଟଣା, ମୁଖ୍ୟ ଅଭିଯୁକ୍ତ ଦିବାକର ସିଂ ଗିରଫ

ମୟୂରଭଞ୍ଜ(କେନ୍ୟୁଜ୍):  କପ୍ତିପଦାରେ ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ପୂର୍ବରୁ ପୋଲିସ ଗିରଫ କରିଥିବା ବେଳେ ଆଜି କପ୍ତିପଦା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଉପଖଣ୍ଡ ପୋଲିସ ଅଧିକାରୀ ସ୍ୱପ୍ନରଞ୍ଜନ ମହାପାତ୍ର ଏବଂ…

ମୟୂରଭଞ୍ଜ: ଆଲମାରୀ ଉପରୁ ଚାବି କାଢିବା ବେଳେ କାମୁଡି ଦେଲା ନାଗ ସାପ, ଚାଲିଗଲା ଛାତ୍ରୀଙ୍କ ଜୀବନ

ମୟୂରଭଞ୍ଜ(କେନ୍ୟୁଜ୍):  ଦିନକୁ ଦିନ ବଢି ଚାଲିଛି ସାପ କାମୁଡାରେ ମୃତ୍ୟୁ ସଂଖ୍ୟା । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ସାପକାମୁଡ଼ାରେ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି। କିଛି ଲୋକେ ସାପକାମୁଡ଼ା ରୋଗୀଙ୍କୁ ଡାକ୍ତରଖାନା ଆଣି ଚିକିତ୍ସା କରାଉଛନ୍ତି। ହେଲେ ଅନେକ ଲୋକଙ୍କର ଏବେବି ବିଶ୍ୱାସ…

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ୧୪ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରା ପଡିଲେ RD କାର୍ଯ୍ୟାଳୟର…

ମୟୂରଭଞ୍ଜ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ RD କାର୍ଯ୍ୟାଳୟର କ୍ୟାସିଅର ଭିଜିଲାନ୍‌ସ ହାତରେ ଧରା ପଡିଛନ୍ତି । ଠିକାଦାର କମେଶ୍ୱର ତ୍ରିପାଠୀଙ୍କ ଠାରୁ ବିଲ ପାସ କରିବାକୁ କ୍ୟାସିୟର ଅଜୟ ସେଜପଡ଼ା ଲାଞ୍ଚ ନେଉଥିଲେ । ଗତ…

ମୟୂରଭଞ୍ଜ: ସାପକୁ ଉଦ୍ଧାର କଲେ ସାହସୀ ମହିଳା, ଧରିଲେ ତମ୍ପ ପ୍ରଜାତିର ୬ ଫୁଟ ଲମ୍ବ ନାଗ ସାପ

ସାପକୁ ଉଦ୍ଧାର କରି ସାହସିକତାର ପରିଚୟ ଦେଲେ ମହିଳା। ମୟୂରଭଞ୍ଜ ଜିଲ୍ଲା ଡୁକୁରା ରେଞ୍ଜ ଶିମିଳିପାଳର କଦଳୀଆପାଳ ଗାଁରେ ଜଣେ ବ୍ୟକ୍ତିଙ୍କ ଘରୁ ନାଗ ସାପ ଉଦ୍ଧାର କଲେ ସସ୍ମିତା ଗୋଚ୍ଛାୟତ । ନିର୍ଭିକ ଭାବେ ଏକ ତମ୍ପ ପ୍ରଜାତିର ୬ ଫୁଟ ଲମ୍ବ ନାଗ ସାପକୁ ଉଦ୍ଧାର କରିଛନ୍ତି।ଏହି ବିରାଟକାୟ ନାଗ…

ପ୍ରେମ ପାଇଁ ଛାତ୍ର ହାରିଲେ ଜୀବନ, ପ୍ରେମିକା ବାଡି ପଛରେ ରଶି ଲଗାଇ କଲେ ଆତ୍ମହତ୍ୟା

ପ୍ରେମ ପାଇଁ ଜୀବନ ହାରିଲେ ଜଣେ ଆଇ.ଟି.ଆଇ  ଛାତ୍ର। ପ୍ରେମିକାଙ୍କ ଘର ବାଡିରେ ଆତ୍ମହତ୍ୟା କରିଛନ୍ତି ବ୍ରହ୍ମପୁର ଆଇ.ଟି.ଆଇର ଛାତ୍ର I ଏଭଳି ଏକ ଚଞ୍ଚ୍ୟଲ୍ୟକର ଘଟଣା ସାମନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା କଣ୍ଟାବଣି ଗ୍ରାମରେ I କଣ୍ଟାବଣି ଗ୍ରାମରେ ଏକ ତେନ୍ତୁଳୀ…

ଚତୁର ଶିକ୍ଷକ, ଜାଲ୍‌ ସାର୍ଟିଫିକେଟ୍‌ ଦେଇ ହାତେଇଛନ୍ତି ସରକାରୀ ଚାକିରି

ଜାଲ୍‌ ସାର୍ଟିଫିକେଟ୍‌ ଦେଇ ହାତେଇଛନ୍ତି ସରକାରୀ ଚାକିରି । ଶିକ୍ଷା ସହାୟକରୁ ଏବେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ । ଦୀର୍ଘ ୧୨ ବର୍ଷ ହେବ ଜାଲ୍‌ ସାର୍ଟିଫିକେଟ୍‌ରେ କରିଆସୁଛନ୍ତି ଶିକ୍ଷକତା । ଶିକ୍ଷକଙ୍କ ଏଭଳି ଚଞ୍ଚକତାର ଗୁମର ପଦାରେ ପଡ଼ିଛି । ମୟୂରଭଞ୍ଜ ଡି. ନୂଆଗାଁ ପ୍ରକଳ୍ପ ପ୍ରାଥମିକ…

ମୟୁରଭଞ୍ଜ : ସଂସ୍କୃତ ମହାବିଦ୍ୟାଳୟର ପ୍ରିନ୍ସିପାଲଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

ମୟୁରଭଞ୍ଜ : ପ୍ରିନ୍ସିପାଲଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପିକା। କଲେଜ ଅଧ୍ୟକ୍ଷ କମଳାକାନ୍ତ ବେହେରା କାମ ବାହାନାରେ ଡାକି ଅଧ୍ୟାପିକାଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିଲେ। ଏନେଇ…

ମୟୂରଭଞ୍ଜ : ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ଖୁଣ୍ଟା ଥାନା ଅଠିଲାଗଡ ଗାଁରେ ଚାଞ୍ଚଲ୍ୟ । ଚାଷ ଜମିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ କୃଷ୍ଣ ଖେଜୁରିଆ । ଗତ ରବିବାର କୃଷ୍ଣଙ୍କୁ ତାଙ୍କର ଜଣେ ସାଙ୍ଗ ଘରୁ ଡାକି ନେଇଥିଲେ । ପରେ ସେ ଆଉ ଘରକୁ ଫେରିନଥିଲେ । ପରେ ପରିବାର ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ବି…

ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁ ଅଭିଯୋଗ : ମେଡିକାଲରେ ଉତ୍ତେଜନା

ବାରିପଦା : ରୋଗୀ ମୃତ୍ୟୁରୁ ଉତ୍ତେଜନା । ବାରିପଦା ପଣ୍ଡିତ୍‌ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେଲେ ମୟୂରଭଞ୍ଜ ଚାନ୍ଦୁଆ ଥାନା ଚାଲୁଣିଆ ଗାଁର ରଞ୍ଜିତା ପାତ୍ର । ଅଭିଯୋଗ ଅନୁଯାୟୀ ରଞ୍ଜିତାଙ୍କୁ ଚିକିତ୍ସା ପାଇଁ…