Browsing Tag

mayurbhanj

ମୟୂରଭଞ୍ଜ ଠାକୁରମୁଣ୍ଡାରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ: ପୂର୍ବ ଶତ୍ରୁତା ଥିଲା ମୁଖ୍ୟ କାରଣ

ମୟୁରଭଞ୍ଜ(କେନ୍ୟୁଜ୍): ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା । ୨୭ ଦିନ ପରେ ପଥର ଖୋଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସଲେଇବେଡା ଗାଁର ଘଟଣା । ମହିଳାଙ୍କୁ ହତ୍ୟା ପରେ ବୋହି ନେଇ ମୃତଦେହକୁ…

ଛେଳିକୁ ବିଦ୍ୟୁତ ଆଘତରୁ ବଞ୍ଚାଇବାକୁ ଯାଇ ଚାଲିଗଲା ୩ ମହିଳାଙ୍କ ଜୀବନ

ବାଂଶପାଳ(କେନ୍ୟୁଜ୍):ତେଲକୋଇ ଜଙ୍ଗଲ ମଧ୍ୟରେ ନିଆ ଯାଇଥିବା ବେଆଇନ ଚୋରା ବିଦ୍ୟୁତ୍ ତାର ତିନି ଜଣ ମହିଳାଙ୍କ ଜୀବନ ନେଇଛି । ଏଭଳି ହୃଦୟ ବିଦାରକ ଘଟଣା ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଗ୍ରାମରେ ଘଟିଛି । ମୃତ ମହିଳା ହେଲେ ସେହି ଗ୍ରାମ ଜୁଆଙ୍ଗ ସାହିର…

ମୟୁରଭଞ୍ଜ: ଘର ବାହାରେ ବୃଦ୍ଧା ମହିଳାଙ୍କ ମୁଣ୍ଡ ଛେଚି ବିଭତ୍ସ ହତ୍ୟା, ପୋଲିସର ତଦନ୍ତ ଜାରି

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ମହୁଲଡ଼ିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମପଞ୍ଚାୟତ ବଉଳା ଗ୍ରାମରେ ନିଜ ଘର ବାହାରେ ଜଣେ ୬୨ ବର୍ଷୀୟ ବୃଦ୍ଧା ମହିଳାଙ୍କ ହତ୍ୟା କରାଯାଇଛି। ମହିଳାଙ୍କ ମୁଣ୍ଡକୁ ଛେଚି ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ବୃଦ୍ଧା ଜଣକ ହେଉଛନ୍ତି ସେହି…

କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ପୁଣି ବିରୋଧ: ବିକ୍ଷୋଭ ସହ ପୁଣି କୁଶପୁତ୍ତଳିକା ଦାହ କଲେ ଲୋକେ

କରଞ୍ଜିଆ(କେନ୍ୟୁଜ୍): କୁଡୁମୀ ସମ୍ପ୍ରଦାୟଙ୍କ ପ୍ରତି ବିବାଦୀୟ ମନ୍ତବ୍ୟକୁ ନେଇ ଦିନକୁ ଦିନ ବଢ଼ିବାରେ ଲାଗିଛି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଅଡୁଆ । ବିକ୍ଷୋଭ ସହ ପୁଣି କୁଶପୁତ୍ତଳିକା ଦାହ କରିଛନ୍ତି କୁଡୁମୀ ସମ୍ପ୍ରଦାୟର ଲୋକେ  । ଏହିଭଳି ପରିସ୍ଥିତି ଉପଜିଛି ମୟୁରଭଞ୍ଜ…

ଜାଲ୍ ମେସେଜ ଦେଇ ଦେଶର ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ଠକୁଥିଲେ ମୟୁରଭଞ୍ଜର ୬ ଅଭିଯୁକ୍ତ, ଗିରଫ କଲା କ୍ରାଇମବ୍ରାଞ୍ଚ 

କଟକ(କେନ୍ୟୁଜ୍):   ଓଡିଶା କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା। ମୟୁରଭଞ୍ଜରେ ଚଢ଼ାଉ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଜାଲ ମେସେଜ ଦେଇ ଦେଶର ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ଠକେଇ କରୁଥିଲେ। ଓଡିଶା ଏଵଂ ବିହାରରେ ଚାଲିଥିଲା ଏହି ଗ୍ୟାଙ୍ଗ। ଭାରତ ସରକାରଙ୍କ ଟେଲି କମୁନିକେସନ…

ମୟୂରଭଞ୍ଜରେ ବଜ୍ରପାତ ନେଲା ୩ ଜୀବନ

ମୟୂରଭଞ୍ଜ(କେନ୍ୟୁଜ୍): ବଜ୍ରପାତ ନେଲା ୩ ଜୀବନ । ଜଣେ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ରାଇରାଙ୍ଗପୁର ଉପଖଣ୍ଡରେ ଅଭାବନୀୟ ଘଟଣା । ବହଳଦା ଥାନା ମିନଡିହି ଗାଁରେ ଜଣେ ମହିଳା ଓ ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ୩ ଜଣ ମହିଳା ପୋଖରୀରୁ ଗାଧୋଇ ଘରକୁ…

ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକାର୍ପିତ ହେବ ମୟୁରଭଞ୍ଜର ଦୁଇ ବୃହତ୍‌ ଜଳସେଚନ ପ୍ରକଳ୍ପ

ବାରିପଦା (କେନ୍ୟୁଜ୍‌) : ଦିନକ ପରେ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପିତ କରିବେ ଜିଲ୍ଲାର ୨ଟି ବୃହତ ଜଳସେଚନ ପ୍ରକଳ୍ପ । ରାସଗୋବିନ୍ଦପୁର ଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଏବଂ କରଞ୍ଜିଆ ଠାରେ ଦେଓ ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କରିବେ ।…

ଉଦ୍ଧାର ହେଲା ବିରାଟ ତମ୍ପ ସାପ, ଧରା ପଡିବା ପରେ କେମିତି ଓଗାଳିଲା ଗିଳିଥିବା ଚିଆଁ କୁକୁଡା ଦେଖନ୍ତୁ ଭିଡିଓ

ମୟୂରଭଞ୍ଜ(କେନ୍ୟୁଜ୍): ଉଦ୍ଧାର ହେଲା କୁକୁଡା ଖିଆ ତମ୍ପସାପ। ଧରାପଡିବା ପରେ ଓଗାଳିଲା ଗିଳିଥିବା କୁକୁଡା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନସ୍ଥ ବଡ଼ଖୁଣ୍ଟା ଅଂଚଳରେ। ସୂଚନା ଅନୁସାରେ ଗତ ପ୍ରାୟ ଦୁଇମାସ ହେବ ସ୍ଥାନୀୟ ଅଂଚଳରେ ବହୁ କୁକୁଡ଼ା ମରି…

ମୟୁରଭଞ୍ଜ ବଡ଼ସାହି ବାଲିଘାଟ ସମ୍ପର୍କିତ ମାମଲା: ଏନଜିଟି ଗଠିତ ଯୁଗ୍ମ କମିଟି ଦେଲା ୧୬ କୋଟି ଟଙ୍କାର ପରିବେଶ ଓ…

କଟକ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ବାଲିଘାଟ ସମ୍ପର୍କିତ ମାମଲାରେ ଏନଜିଟିଙ୍କ ଗଠିତ ଯୁଗ୍ମ କମିଟି ୧୬ କୋଟି ଟଙ୍କାର ପରିବେଶ ଓ ରାଜସ୍ବ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ମହୁପୁରା ତହସିଲ ଅନ୍ତର୍ଗତ ବଡ଼ସାହି ବାଲିଘାଟରୁ ଅନୁମତି ଠାରୁ ୨୦…

ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଆଗରେ ସଂକିର୍ତ୍ତନ ପଛରେ ଛେରା ପହଁରା । ହଜାର ହଜାର ଭକ୍ତଙ୍କ ସମାଗମରେ ବାଜୁଛି ଘଣ୍ଟ,ଶଙ୍ଖ,ବଜା,ଏହା ସହ ଭକ୍ତଙ୍କ ହୁଳହୁଳି ଏବଂ କରତାଳିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଆଉ ଏହାରି ଭିତରେ ଝୁଲି ଝୁଲି ମନ୍ଦିରକୁ ଫେରୁଛନ୍ତି ପ୍ରଭୁ ଦଧିବାମନ । ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ…

ବାରିପଦା ରଥଯାତ୍ରାରେ ବଣ୍ଟା ହେଉଥିବା ଶ୍ରଦ୍ଧାଲଡୁର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ, ଜାଣନ୍ତୁ କ’ଣ କୁହେ…

ଦୋଳେ ଚ ଦୋଳଗୋବିନ୍ଦ ଚାପେ ଚ ମଧୁସୂଦନ ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ। ମାନେ ଦୋଳ ଉତ୍ସବରେ ମାହାପ୍ରଭୁଙ୍କ ଦୋଳ ଗୋବିନ୍ଦ ରୂପ, ଚନ୍ଦନ ସମୟରେ ଚାପରେ ମଧୁସୁଦନ ରୂପ ଏବଂ ଶ୍ରୀଗୁଣ୍ଡିଚାରେ ରଥ ଉପରେ ମହାପ୍ରଭୁଙ୍କର ବାମନ ରୂପ ଦର୍ଶନ କଲେ ମନୁଷ୍ଯ ଆଉ ପୂନର୍ଜନ୍ମ ଲାଭ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମୟୂରଭଞ୍ଜ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ

ମୟୂରଭଞ୍ଜ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ । ବକେୟା ବିଲ୍‌ କରେଇଦେବା ବାବଦକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ । ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା । ସପ୍ତମ ବେତନ କମିଶନର ବାକିଆ ୨୦ ପ୍ରତିଶତ ଏରିଅର ବିଲ୍‌…