୨ ଦିନିଆ ଗସ୍ତରେ ଆସି ବୁଲିଲେ 5T ସଚିବ, ପର୍ଯ୍ୟଟନ କ୍ଷେତ୍ରରେ ବଦଳିବ ମୟୂରଭଞ୍ଜର ରୂପରେଖ
ମୟୂରଭଞ୍ଜ (କେନ୍ୟୁଜ): ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ଗତକାଲି ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟଟନସ୍ଥଳୀ ବୁଲି ଏହାର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେବା ସହ ମୟୂରଭଞ୍ଜ ଜିଲ୍ଲାର ମରଣଯନ୍ତା ପାଲଟିଥିବା ଦ୍ୱାରସୁଣି ଘାଟିର ବିକଳ୍ପ ଚିନ୍ତା କରିଛନ୍ତି ।…